ETV Bharat / bharat

ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ - ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଆଜି କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଅଧିକ ପଢନ୍ତୁ...

ଇଷ୍ଟର୍ନ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

author img

By

Published : Jun 1, 2021, 4:02 PM IST

ନୂଆଦିଲ୍ଲୀ: ଆଜି କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଏହା ପୂର୍ବରୁ ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର ଥିଲେ । ଯାହା ଭାରତର ଏକମାତ୍ର ଟ୍ରାଇ- ସର୍ଭିସେସ୍ ଅପରେସନ କମାଣ୍ଡ ଅଟେ ।

ଇଷ୍ଟର୍ନ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ
ଇଷ୍ଟର୍ନ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

1982 ଡିସେମ୍ବର ରେ ବମ୍ବେ ସାର୍ପରେ ତାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ନିଜର ଭିନ୍ନ ଭିନ୍ନ କାର୍ଯ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ଅଞ୍ଚଳରେ ପାରମ୍ପାରିକ ତଥା କାଉଣ୍ଟର ଇନସୁରାନ୍ସ ଅପରେସନ ଭଳି ସମ୍ମାନଜନକ କମାଣ୍ଡ ଏବଂ ଷ୍ଟାଫ୍ ଏବଂ ଆସାଇନମେଣ୍ଟ କରିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.