ETV Bharat / bharat

ସେନାକୁ ବଡ ସଫଳତା, ଶ୍ରୀନଗରରୁ ଲସ୍କରର ଟପ କମାଣ୍ଡର ଗିରଫ - ଆତଙ୍କବାଦୀ ଗିରଫ

କାଶ୍ମୀରର ସୋପିଆନରୁ ସୋମବାର ଗିରଫ ହୋଇଛି ଜଣେ ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ଲସ୍କର ଏ ତୋଇବାର ଟପ କମାଣ୍ଡର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ସେନାକୁ ବଡ ସଫଳତା, ଶ୍ରୀନଗରରୁ ଲସ୍କରର ଟପ କମାଣ୍ଡର ଗିରଫ

author img

By

Published : Jun 28, 2021, 5:47 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ବଜାରରେ ଆତଙ୍କବାଦୀ ଆକ୍ରମଣର ବଡ ଷଡଯନ୍ତ୍ର ପଣ୍ଡ ହୋଇଛି । କାଶ୍ମୀରର ସୋପିଆନରୁ ସୋମବାର ଗିରଫ ହୋଇଛି ଜଣେ ଆତଙ୍କବାଦୀ ।

ସେନାକୁ ବଡ ସଫଳତା, ଶ୍ରୀନଗରରୁ ଲସ୍କରର ଟପ କମାଣ୍ଡର ଗିରଫ
ସେନାକୁ ବଡ ସଫଳତା, ଶ୍ରୀନଗରରୁ ଲସ୍କରର ଟପ କମାଣ୍ଡର ଗିରଫ

ସୂଚନା ଅନୁଯାୟୀ, ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଇବା ବଡ ଆକ୍ରମଣର ନେଇ ଷଡଯନ୍ତ୍ର କରିଥିଲା । ଟାର୍ଗେଟରେ ରହିଥିଲା ଜନଗହଳିପୂର୍ଣ୍ଣ ବଜାର । ଏହାପୂର୍ବରୁ ଏଲଇଟିର ଟପ କମାଣ୍ଡର ନଦୀମ ଅବରାରକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ ।

ଆତଙ୍କୀ ନଦୀମ ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣରେ ଜଡିତ ଥିଲା। ନଦୀମ 2018ଠାରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ଏବଂ ଜାମ୍ମୁ କାଶ୍ମୀର ପୋଲିସ ତାର ଗିରଫଦାରୀକୁ ବଡ ସଫଳତା ବୋଲି କହିଛି ।

ସେପଟେ ସୋମବାର ସୋମବାର ଜମ୍ମୁର ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ସନ୍ଦିଗ୍ଧ ଡ୍ରୋନ ଉଡୁଥିବା ଦେଖି ଏହା ଉପରକୁ ଗୁଳି ଚଳାଇଥିଲେ ଯବାନ । 27 ଓ 28 ଜୁନ ରାତିରେ ଦୁଇଟି ଭିନ୍ନ ଭିନ୍ନ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଘଟଣା ପରେ ହାଇ ଆଲର୍ଟ ଘୋଷଣା କରାଯାଇଛି । କାଶ୍ମୀରରେ ସୁରକ୍ଷା ବାହିନୀ ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.