ETV Bharat / bharat

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

author img

By

Published : Nov 3, 2022, 10:42 PM IST

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ । କୋଇଲା ମନ୍ତ୍ରଣାଳୟ (Ministry of Coal) ଆଜି ଠାରୁ ଅର୍ଥାତ ୩ ନଭେମ୍ବର ୨୦୨୨ ରୁ କୋଇଲା ବିକ୍ରି ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିଛି । ଲିଗାନାଇଟ ସହ କୋଇଲା ଖଣିଗୁଡିକରେ ସିଏମଏସପି ଓ ଏମଏମଡିଆର (CMSP & MMDR) ସମ୍ପୂର୍ଣ୍ଣ ଭାବେ ସନ୍ଧାନ କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ (Ministry of Coal) ଆଜି ଠାରୁ ୩ ନଭେମ୍ବର ୨୦୨୨ ରୁ କୋଇଲା ବିକ୍ରି ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିଛି । ଲିଗନାଇଟ ସହ କୋଇଲା ଖଣିଗୁଡିକରେ ସିଏମଏସପି ଓ ଏମଏମଡିଆର (CMSP & MMDR) ସମ୍ପୂର୍ଣ୍ଣ ଭାବେ ସନ୍ଧାନ କରାଯାଇଛି । ଯାହା ଆଂଶିକ ଭାବେ ସନ୍ଧାନ କରାଯାଇଥିବା କୋକିଂ, ନନ-କୋକିଂ ଆଦିର ମିଶ୍ରଣ ରହିଛି ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ( Union Minister of Finance and Corporate Affairs Nirmala Sitharaman) ମୁଖ୍ୟ ଅତିଥି ଭାବେ ପରବର୍ତ୍ତୀ ପର୍ଯ୍ୟାୟ ନିଲାମୀ ଆରମ୍ଭ କରିଛନ୍ତି । କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ( Union Minister of Coal Mines and Parliamentary Affairs Pralhad Joshi ) ଓ କେନ୍ଦ୍ର କୋଇଲା, ଖଣି ଓ ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜି ଠାରୁ ନଭେମ୍ବର ୩ରୁ ଟେଣ୍ଡର ଦସ୍ତାବିଜ ବିକ୍ରୟ ଆରମ୍ଭ ହେବ । ଖଣିର ବିବରଣୀ, ନିଲାମୀ ସର୍ତ୍ତ, ସମୟସୀମା ଆଧି ଏମଏସଟିସି ଅକ୍ସନ ପ୍ଲାଟଫର୍ମରେ ମିଳିପାରିବ । ଏହି ନିଲାମୀ ପ୍ରତିଶତ ରାଜସ୍ୱ ଭାଗିଦାରୀକୁ ଭିତ୍ତି କରି ଅନଲାଇନ ମାଧ୍ୟମରେ ଦୁଇ ସ୍ତରର ସ୍ୱଚ୍ଛ ପ୍ରକ୍ରିୟାରେ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.