ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ (Ministry of Coal) ଆଜି ଠାରୁ ୩ ନଭେମ୍ବର ୨୦୨୨ ରୁ କୋଇଲା ବିକ୍ରି ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିଛି । ଲିଗନାଇଟ ସହ କୋଇଲା ଖଣିଗୁଡିକରେ ସିଏମଏସପି ଓ ଏମଏମଡିଆର (CMSP & MMDR) ସମ୍ପୂର୍ଣ୍ଣ ଭାବେ ସନ୍ଧାନ କରାଯାଇଛି । ଯାହା ଆଂଶିକ ଭାବେ ସନ୍ଧାନ କରାଯାଇଥିବା କୋକିଂ, ନନ-କୋକିଂ ଆଦିର ମିଶ୍ରଣ ରହିଛି ।
-
Smt @nsitharaman addresses the audience at the launch of sixth tranche of auction for commercial mining of coal in New Delhi. Also present on the occasion are Shri @JoshiPralhad - Minister of Coal and Mines, & Shri @raosahebdanve - MoS for Coal and Mines. pic.twitter.com/RhBd308YJV
— NSitharamanOffice (@nsitharamanoffc) November 3, 2022 " class="align-text-top noRightClick twitterSection" data="
">Smt @nsitharaman addresses the audience at the launch of sixth tranche of auction for commercial mining of coal in New Delhi. Also present on the occasion are Shri @JoshiPralhad - Minister of Coal and Mines, & Shri @raosahebdanve - MoS for Coal and Mines. pic.twitter.com/RhBd308YJV
— NSitharamanOffice (@nsitharamanoffc) November 3, 2022Smt @nsitharaman addresses the audience at the launch of sixth tranche of auction for commercial mining of coal in New Delhi. Also present on the occasion are Shri @JoshiPralhad - Minister of Coal and Mines, & Shri @raosahebdanve - MoS for Coal and Mines. pic.twitter.com/RhBd308YJV
— NSitharamanOffice (@nsitharamanoffc) November 3, 2022
କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ( Union Minister of Finance and Corporate Affairs Nirmala Sitharaman) ମୁଖ୍ୟ ଅତିଥି ଭାବେ ପରବର୍ତ୍ତୀ ପର୍ଯ୍ୟାୟ ନିଲାମୀ ଆରମ୍ଭ କରିଛନ୍ତି । କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ( Union Minister of Coal Mines and Parliamentary Affairs Pralhad Joshi ) ଓ କେନ୍ଦ୍ର କୋଇଲା, ଖଣି ଓ ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଆଜି ଠାରୁ ନଭେମ୍ବର ୩ରୁ ଟେଣ୍ଡର ଦସ୍ତାବିଜ ବିକ୍ରୟ ଆରମ୍ଭ ହେବ । ଖଣିର ବିବରଣୀ, ନିଲାମୀ ସର୍ତ୍ତ, ସମୟସୀମା ଆଧି ଏମଏସଟିସି ଅକ୍ସନ ପ୍ଲାଟଫର୍ମରେ ମିଳିପାରିବ । ଏହି ନିଲାମୀ ପ୍ରତିଶତ ରାଜସ୍ୱ ଭାଗିଦାରୀକୁ ଭିତ୍ତି କରି ଅନଲାଇନ ମାଧ୍ୟମରେ ଦୁଇ ସ୍ତରର ସ୍ୱଚ୍ଛ ପ୍ରକ୍ରିୟାରେ ହେବ ।