ETV Bharat / bharat

22 ମାସରେ ଟ୍ରେନ ଦୁର୍ଘଟଣାରେ ଯାଇନି କୌଣସି ଜୀବନ: ରେଳମନ୍ତ୍ରୀ

2019 ମସିହା ମାର୍ଚ୍ଚ 22 ତାରିଖ ପରଠୁ ଟ୍ରେନ ଦୁର୍ଘଟଣାରେ କୌଣସି ଜୀବନ ଯାଇନି ବୋଲି କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଅଧିକ ପଢନ୍ତୁ...

ରେଳମନ୍ତ୍ରୀ
ରେଳମନ୍ତ୍ରୀ
author img

By

Published : Feb 12, 2021, 10:38 AM IST

ନୂଆଦିଲ୍ଲୀ: ପାଖାପାଖି 22 ମାସରେ ଟ୍ରେନ ଦୁର୍ଘଟଣାରେ କୌଣସି ଜୀବନ ଯାଇନଥିବା କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଶେଷଥର ପାଇଁ 2019 ମସିହା ମାର୍ଚ୍ଚ 22 ତାରିଖରେ ଟ୍ରେନ ଦୁର୍ଘଟଣା ଫଳରେ ଜୀବନ ଯାଇଥିବାବେଳେ ତାପରେ କୌଣସି ଜୀବନ ଯାଇନଥିବା ସେ କହିଛନ୍ତି ।

ରେଳମନ୍ତ୍ରୀ

ରାଜ୍ୟସଭାରେ ତୃଣମୂଳ ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଏପରି କହିଛନ୍ତି । ଏହାସହ ରେଲୱେ ବୋର୍ଡରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ସେଫ୍ଟି ପାଇଁ ଡିଜି ନିଯୁକ୍ତ ହୋଇଥିବା ସେ କହିଛନ୍ତି । ଯେକି କେବଳ ସୁରକ୍ଷାକୁ ଦୃଷ୍ଟି ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.