ETV Bharat / bharat

Cheetah Death Cause: ଚର୍ମ ସଂକ୍ରମଣରୁ ଯାଉଛି କି ଚିତାଙ୍କ ଜୀବନ, କଣ କହୁଛି ରିପୋର୍ଟ

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାରୁ ଆସିଥିବା ଚିତାଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । 5 ମାସରେ 7 ଚିତାଙ୍କର ମୃତ୍ୟୁ ହୋଇଛି । ରେଡିଓ କଲର ଆଇଡି ଚର୍ମ ସଂକ୍ରମଣ ପାଇଁ ଚିତାଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ।

Cheetah Death Cause
kuno national park Cheetah Death
author img

By

Published : Jul 19, 2023, 9:38 AM IST

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ଚିତା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ 5 ମାସରେ 8 ଚିତାଙ୍କର ମୃତ୍ୟୁ ହୋଇଛି । ଅଚାନକ ଏପରି ଚିତା ମୃତ୍ୟୁ ହେବା ଚିନ୍ତାର କାରଣ ହୋଇଥିବା ବେଳେ ଏହା କାରଣ ଖୋଜିଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) । ଏକ ସଂକ୍ରମଣ କାରଣକୁ ଏପରି ଚିତା ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି । ରେଡିଓ କଲର ଆଇଡି ଚର୍ମ ସଂକ୍ରମଣ ପାଇଁ ଚିତା ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ 3 ଚିତାଙ୍କ ଠାରେ ଏହି ସଂକ୍ରମଣ ଦେଖା ଦେଇଛି । ସମସ୍ତ ଚିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ।

ଚିତାଙ୍କ ବେକରେ କ୍ଷତ ରହିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ରହିଥିବା 10 ଚିତାଙ୍କର ପରୀକ୍ଷା କରାଯିବ ବୋଲି କହିଛନ୍ତି ଡିଏଫଓ ପ୍ରକାଶ କୁମାର ବର୍ମା । ଏକ ଡାକ୍ତରୀ ଦଳ ଲଗାତାର ଚିତାଙ୍କ ପରୀକ୍ଷା ଜାରି ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ କୁନୋ ଆସିବେ । କୁନୋରେ ଥିବା ସମସ୍ତ ଚିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଗତ 5 ମାସରେ 8 ଚିତାଙ୍କର ମୃତ୍ୟୁ ହୋଇଛି ସେଥିରୁ 5 ବଡ ଓ 3 ଶାବକ ଚିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଚିତା ମୃତ୍ୟୁ ନେଇ ସରକାରଙ୍କଠୁ ନେଇ ପ୍ରଶାସନ ଚିନ୍ତା ପ୍ରକଟ କରିଥିଲେ । ଗତ ସପ୍ତାହରେ 2 ଚିତାଙ୍କର ମୃତ୍ୟୁ ହୋଇଥିବା । ଚିତା ସୁରଜର ମୃତ୍ୟୁ ତା ବାକରେ ଏକ କ୍ଷତ ଯୋଗୁଁ ହୋଇଥିବା ଜଣାପଡିଛି । ଆଗକୁ ଯେପରି ଏହି ସଂଖ୍ୟା ନ ବଢେ କାରଣ ଖୋଜି ସେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ସାଉଥ ଆଫ୍ରିକା ଟିମର ଅପେକ୍ଷା: ଚିତା ସୁରଜ ବେକରେ ହୋଇଥିବା ଖଣ୍ଡିଆ କଲର ଆଇଡିରୁ ହୋଇଛି । ସାଗର ମୃତ୍ୟୁ ପରେ ଏବେ ସରକାର ଏବଂ ବନ ବିଭାଗ ଅଧିକାରୀ ଜଙ୍ଗଲରେ ଥିବା ସମସ୍ତ ଚିତାଙ୍କ ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଚିତା ଓବାନ ବେକରେ ମଧ୍ୟ କ୍ଷତି ଦେଖିବାକୁ ମିଳିଛି । ଏହା ପରେ ଏଲ୍ଟନ ଓ ଫ୍ରିଡିକୁ ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ । ସମସ୍ତ ଚିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା କହିଛନ୍ତି ଡିଏଫଓ ପ୍ରକାଶ କୁମାର ବର୍ମା । ଦକ୍ଷିଣ ଆଫ୍ରିକାରୁ ଏକ ଡାକ୍ତରୀ ବିଶେଷଜ୍ଞ ଟିମ କୁନୋ ଆସିବେ ।

ଏହା ବି ପଢନ୍ତୁ...କୁନୋରେ ଆଖି ବୁଜିଲା ଆଉ ଏକ ଚିତା; ୫ ମାସରେ ମଲେଣି ୭ ଜଣ

ଏହା ବି ପଢନ୍ତୁ...Cheetah Death: କୁନୋରେ ବଢୁଛି ଚିତା ମୃତ୍ୟୁ, କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍‌

ପ୍ରକାଶଥାଉ କି, ମେ' ୯ରେ ମାଈ ଚିତା ଦକ୍ଷା ଏବଂ ପରେ ଚିତା ଜ୍ବାଳା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଆଉ 2ଟି ଶାବକ ଆଖି ବୁଜିଥିଲେ । ଗତ କିଛି ଦିନ ତଳେ ଆଉ 2ଟି ଚିତାର ମୃତ୍ୟୁ ଘଟିଥିଲା । ତେବେ ଆଫ୍ରିକୀୟ 20ଟି ଚିତାଙ୍କ ମଧ୍ୟରୁ ଏଯାବତ 8ଟି ଚିତା ଆଖି ବୁଜିଥିବା ସୂଚନା ମିଳିଛି । ଭାରତ ସରକାର ପ୍ରୋଜେକ୍ଟ ଚିତା ଅଧୀନରେ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ 20ଟି ଚିତା ଭାରତ ଅଣାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.