ETV Bharat / bharat

ବସରେ ଯାତ୍ରା କଲା କୁକୁଡା ଛୁଆ, 52 ଟଙ୍କା ଗଣିଲେ ମାଲିକ

କୁକୁଡା ଛୁଆ ପାଇଁ ଭଡା ଦେଲେ ମାଲିକ । 10 ଟଙ୍କାରେ କୁକୁଡା କିଣି 52 ଟଙ୍କା ଭଡା ଦେଲେ । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏପରି ଘଟଣା । ଅଧିକ ପଢନ୍ତୁ

ବସରେ ଯାତ୍ରା କଲା କୁକୁଡା ଛୁଆ, 52 ଟଙ୍କା ଗଣିଲେ ମାଲିକ
ବସରେ ଯାତ୍ରା କଲା କୁକୁଡା ଛୁଆ, 52 ଟଙ୍କା ଗଣିଲେ ମାଲିକ
author img

By

Published : Jan 2, 2022, 6:04 PM IST

ବେଙ୍ଗାଲୁରୁ: କୁକୁଡା ଛୁଆ ପାଇଁ ଭଡା ଦେଲେ ମାଲିକ । ଯେତେବେଳେ KSRTC(Karnataka State Road Transport Corporation) ବସ୍ କଣ୍ଡକ୍ଟର ଏକ ଛୋଟ କୁକୁଡା ଛୁଆ ପାଇଁ ଟିକେଟ କାଟିଥିଲେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୁକୁଡା ନେଇ ଯାଉଥିବା ପରିବାର । ଏପରିକି ତାଙ୍କୁ ଅଧା ଭଡା ମଧ୍ୟ ଦେବାକୁ ପଡିଛି । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି କୌତୁହଳପୂର୍ଣ୍ଣ ଘଟଣା ।

ବସରେ ଯାତ୍ରା କଲା କୁକୁଡା ଛୁଆ, 52 ଟଙ୍କା ଗଣିଲେ ମାଲିକ

ସୂଚନା ଅନୁଯାୟୀ, ବସରେ ଯାଉଥିବା ଏହି ପରିବାର ଉତ୍ତର କନ୍ନଡ ଜିଲ୍ଲାର ସିଦ୍ଧପୁରାରୁ 10 ଟଙ୍କାରେ ଗୋଟିଏ କୁକୁଡ଼ା କିଣିଥିଲେ । ସେମାନେ ଡିସେମ୍ବର 31 ରେ ହୋସାନଗର ଠାରୁ ବୈନ୍ଦୁରର ଶିରୁରକୁ ଏକ ସରକାରୀ ବସ ଯୋଗେ ଯାଉଥିଲେ । ପରିବାର ଲୋକେ ହୋସାନଗର ବସ୍ ଷ୍ଟାଣ୍ଡରେ ଶିରୁର ପାଇଁ 3ଟି ଟିକେଟ କରିଥିଲେ ।

ଏହାପରେ ବସ ମଧ୍ୟରୁ କୁକୁଡା ଛୁଆର ଶବ୍ଦ ଶୁଣିବାକୁ ପାଇଥିଲେ କଣ୍ଡକ୍ଟର । ତେଣୁ କୁକୁଡା ପାଇଁ ମଧ୍ୟ ଭଡା ଦେବାକୁ ଦାବି କରିଥିଲେ । ଏପରିକି ସମ୍ପୃକ୍ତ ପରିବାରକୁ ମଧ୍ୟ କୁକୁଡା ପାଇଁ 52 ଟଙ୍କା ଭଡା ଦେବାକୁ ପଡିଛି । ତେବେ 10 ଟଙ୍କାର କୁକୁଡା ଛୁଆ ପାଇଁ ମାଲିକକୁ 52 ଟଙ୍କା ଦେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.