ETV Bharat / bharat

କେରଳ-ତାମିଲନାଡୁ ଫଳାଫଳ: କେରଳରେ 99 ଆସନ ଜିତିଲା LDF, ତାମିଲନାଡୁରେ ଜିତିଲେ ପଲାନିସ୍ବାମୀ

କେରଳ-ତାମିଲନାଡୁ
କେରଳ-ତାମିଲନାଡୁ
author img

By

Published : May 2, 2021, 7:07 AM IST

Updated : May 2, 2021, 8:27 PM IST

20:20 May 02

ପୁଡୁଚେରୀରେ ଏନଡିଏ ସରକାର ବିଜୟ

ସେପଟେ ପୁଡୁଚେରୀରେ ଏନଡିଏ ସରକାର ବିଜୟ ହାସଲ କରିଛି । 13 ଆସନରେ ଏନଡିଏ ସହଯୋଗୀ AINRC ବିଜୟ ହାସଲ କରିଛି । ଏହାପରେ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ଦ୍ବିତୀୟରେ ରହିଛି । 

20:15 May 02

କେରଳରେ ବିଜୟୀ LDF

କେରଳରେ ବିଜୟୀ ହେଲା LDF । ମୋଟ୍ 99 ଆସନ ହାତେଇ ବିଜୟୀ ହୋଇଛି LDF ।  40 ବର୍ଷ ପରେ ଇତିହାସ ରଚିଛି LDF । କ୍ରମାଗତ ଭାବେ ଦୁଇ-ଦୁଇ ଥର ଶାସନକୁ ଆସିଛି ଦଳ । 

18:40 May 02

ସନ୍ଧ୍ୟା 7ଟା ସୁଦ୍ଧା ଫଳାଫଳ

ସନ୍ଧ୍ୟା 7ଟା ସୁଦ୍ଧା ତାମିଲନାଡୁରେ ଡିଏମକେ 92ଟି ଆସନରେ ଆଗୁଆ ରହିଥିବା ବେଳେ 64ଟି ଆସନ ଜିତିଛି । ଅନ୍ୟପକ୍ଷେ ପୁଡୁଚେରୀରେ AINRC 4ଟି ଆସନରେ ଆଗୁଆ ରହିଥିବା ବେଳେ ଏପର୍ଯ୍ୟନ୍ତ 9ଟି ଆସନ ଜିତିଛି । ଏହାସହ କେରଳରେ ମଧ୍ଯ 40 ବର୍ଷର ରେକର୍ଡ ଭାଙ୍ଗିଛି ଏଲଡିଏଫ୍ । କ୍ରମାଗତ ଭାବେ ଦୁଇ ଥର ଶାସନରେ କରିବ ଏଲଡିଏଫ୍ । 

17:51 May 02

ସନ୍ଧ୍ୟା 5ଟା 30 ସୁଦ୍ଧା ଫଳାଫଳ

ସନ୍ଧ୍ୟା 5ଟା 30 ସୁଦ୍ଧା ତାମିଲନାଡୁରେ ଡିଏମକେ 116ଟି ଆସନରେ ଆଗୁଆ ଥିବା ବେଳେ 40ଟି ଆସନରେ ବିଜୟୀ ହୋଇଛି । ସେପଟେ କେରଳରେ ମଧ୍ୟ ଏଲଡିଏଫ 14ଟି ଆସନରେ ଆଗୁଆ ଥିବା ବେଳେ 86 ଆସନ ହାତେଇଛି । ଅନ୍ୟପକ୍ଷେ ପୁଡୁଚେରୀରେ AINRC 6ଟି ଆସନରେ ଆଗୁଆ ରହିଥିବା ବେଳେ 7ଟି ଆସନରେ ବିଜୟୀ ରହିଛି । 

16:57 May 02

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ୱାମୀ ଏଡାପାଦୀ ନିର୍ବାଚନମଣ୍ଡଳୀରୁ 50,000 ରୁ ଅଧିକ ଭୋଟ୍ ଜିତିଛନ୍ତି । ସେ ଲଗାତାର ତୃତୀୟ ଥର ପାଇଁ ଏହି ଆସନ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ଡିଏମକେ ପ୍ରାର୍ଥୀ ସମ୍ପଥ କୁମାରଙ୍କୁ ପରାସ୍ତ କରିଛନ୍ତି।

16:39 May 02

ଦିନ 4ଟା 40 ସୁଦ୍ଧା ଫଳାଫଳ

ଦିନ 4ଟା 40 ସୁଦ୍ଧା ତାମିଲନାଡୁରେ ଡିଏମକେ 134ଟି ଆସନରେ ଆଗୁଆ ରହିଛି । ଏହାସହ କେରଳରେ ଏଲଡିଏଫ 25ଟି ଆସନରେ ଆଗୁଆ ଥିବା ବେଳେ 76ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷେ ପୁଡୁଚେରୀରେ AINRC 11ଟି ଆସନରେ ଆଗୁଆ ରହିଛି ।  

15:39 May 02

ନିର୍ବାଚନ ହାରିଲେ ମେଟ୍ରୋମ୍ୟାନ ଇ.ଶ୍ରୀଧରନ

ପଲ୍ଲକଡ ଆସନରୁ ହାରିଲେ ମେଟ୍ରୋମ୍ୟାନ ଇ.ଶ୍ରୀଧରନ ।  3814 ଭୋଟ୍ ବ୍ୟବଧାନରେ ହାରିଲେ ଇ.ଶ୍ରୀଧରନ୍ । 

15:09 May 02

AINRC 8ଟି ଆସନରେ ଆଗୁଆ

ଦିନ 3ଟା ସୁଦ୍ଧା ପୁଡୁଚେରୀରେ AINRC 8ଟି ଆସନରେ ଆଗୁଆ ଥିବା ବେଳେ 3ଟି ଆସନରେ ବିଜୟୀ ହୋଇଛି । ଏହାସହ ତାମିଲନାଡୁରେ ଡିଏମକେ 144 ଟି ଆସନରେ ଆଗୁଆ ରହିଛି । ଏହାସହ 2ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷେ କେରଳରେ ଏଲଡିଏଫ୍ 55ଟି ଆସନରେ ଆଗୁଆ ଥିବା ବେଳେ 45 ଆସନରେ ବିଜୟୀ ହୋଇଛି । 

15:04 May 02

1751 ଭୋଟରେ AIUDF ର ରଫିକ୍ଲ ଇସଲାମ ଆଗୁଆ

ଜାନିଆ ନିର୍ବାଚନମଣ୍ଡଳୀରୁ 1751 ଭୋଟରେ AIUDF ର ରଫିକ୍ଲ ଇସଲାମ ଆଗୁଆ ଅଛନ୍ତି । 

14:51 May 02

ସରବାନନ୍ଦ ସୋନୱାଲ 15074 ଭୋଟରେ ଆଗୁଆ

ପଞ୍ଚମ ରାଉଣ୍ଡ ଗଣତି ପରେ ମଜୁଲି ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ 15074 ଭୋଟରେ ଆଗୁଆ ଅଛନ୍ତି ।

14:51 May 02

17 ଟି ଆସନରେ ଏନଡିଏ ସହଯୋଗୀ ଦଳ ଆଗୁଆ

17 ଟି ଆସନରେ ଏନଡିଏ ସହଯୋଗୀ ଦଳ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚ 11 ଟି ଆସନରେ ଏବଂ ଅନ୍ୟାନ୍ୟ ପୁଡୁଚେରୀରେ ଗୋଟିଏ ସିଟରେ ଆଗୁଆ ରହିଛି । ପୁଡୁଚେରୀର ୟାନାମ ନିର୍ବାଚନମଣ୍ଡଳୀରେ ଅଲ ଇଣ୍ଡିଆ ଏନଆର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ରଙ୍ଗସ୍ୱାମୀ 673 ଭୋଟରେ ପଛରେ ଅଛନ୍ତି । ତେବେ ଥାଟାନଚାଭାଡିରେ ରଙ୍ଗସ୍ୱାମୀ ଅଗ୍ରଣୀ ଅଛନ୍ତି । ଅଲ ଭାରତୀୟ ଏନଆର କଂଗ୍ରେସର ୟୁ ଲକ୍ଷ୍ମୀକାନ୍ତ ଏମ୍ବାଲାମ ନିର୍ବାଚନମଣ୍ଡଳୀରେ ଏବଂ ବିଜେପିର ଏ. ଜନ୍ କୁମାର କାମରାଜ ନାଗରରେ ନେତୃତ୍ୱ ନେଉଛନ୍ତି । ରାଜଭବନ ନିର୍ବାଚନମଣ୍ଡଳୀରେ ଡିଏମକେର ଏସପି ସିଭକୁମାର ଅଗ୍ରଣୀ ଅଛନ୍ତି ।

14:41 May 02

ଇ ଶ୍ରୀଧରନ 140 ଭୋଟରେ ପଛରେ

ପଲକ୍କଡରେ 'ମେଟ୍ରୋମ୍ୟାନ୍' ଇ ଶ୍ରୀଧରନ୍ 140 ଭୋଟରେ ପଛରେ ଅଛନ୍ତି ।

14:41 May 02

କେରଳରେ ବିଜୟ ଧାରା

କେରଳରେ ବିଜୟ ଧାରା-  

ପୁଥୁପାଲି - ଓମେନ୍ ଚାଣ୍ଡି - କଂଗ୍ରେସ  

ଆଲାପୁଜା - ପିପି ଚିତରଞ୍ଜନ - ସିପିଆଇଏମ

ଇଡୁକି - ରୋଶି ଅଗଷ୍ଟିନ୍ - କେସି (ଏମ୍)

ଉଦୁମ୍ବାନଚୋଲା - ଏମଏମ ମଣି - CPI (M)

ପେରମ୍ବ୍ରା - ଟିପି ରାମକୃଷ୍ଣନ୍- CPI (M)

ଥିରୁବାମ୍ବାଡି - ଲିଣ୍ଟୋ ଜୋସେଫ- ସିପିଆଇ (M)

ଦେବକୁଲମ୍ - ଏ ରାଜା - ସିପିଆଇ (ଏମ୍)  

ଭଦକରା - କେ.କେ ରେମା-ଆରଏମପି

ବାଲୁସେରୀ - କେ.ଏମ୍ ସଚିନ୍ଦେଭ - ସିପିଆଇ (ଏମ୍)

ଏଲାଥୁର - ଏକେ ସସିନଦ୍ରାନ-NCP  

ମନନ୍ତଭାଡି - ଓଆର୍ କେଲୁ - ସିପିଆଇ (M)

ଇରିଞ୍ଜାଲାକୁଦା - ଆର ବିନ୍ଦୁ - ସିପିଆଇ (ଏମ୍)

ବେପୋର - ପିଏ ମହମ୍ମଦ ରିୟାସ - ସିପିଆଇ (M)

କରୁଣାଗାପଲି - ସିଆର ମହେଶ - INC

କୋଟରାକାରା - କେ.ଏନ୍ ବାଲାଗୋପାଲ୍ - ସିପିଆଇ (ଏମ୍)

କୋଜିକୋଡେ ସାଉଥ୍ - ହାମଦ୍ ଦେବାର୍କୋଭିଲ୍ - ଇଣ୍ଡିଆନ୍ ନ୍ୟାସନାଲ୍ ଲିଗ୍ (INL)

ପଠାନପୁରମ୍- କେବି ଗଣେଶ କୁମାର_ କେରଳ କଂଗ୍ରେସ (ବି)

ପୁନାଲୁର - ପିଏସ ସୁପଲ୍ - CPI (M)

13:34 May 02

ପୁଡୁଚେରୀରେ ଏନଡିଏ 12 ଟି ଆସନରେ ଆଗୁଆ

AINRC ନେତୃତ୍ୱାଧୀନ ଏନଡିଏ 12 ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚ 4 ଟି ଆସନରେ ଆଗୁଆ ରହିଛି ।

13:30 May 02

କେରଳରେ ବିଜୟ ଧାରା

କଂଗ୍ରେସ ପ୍ରାର୍ଥୀ ସତ୍ୟସାନ ପାଚେନି କନ୍ନୁରରେ କଦନନାପାଲିଙ୍କ ଠାରୁ ହାରିଛନ୍ତି । ଆଲାପୁଜାରେ  LDF ପ୍ରାର୍ଥୀ ପିପି ଚିତ୍ତରଞ୍ଜନ 12,000 ରୁ ଅଧିକ ଭୋଟରେ ଜିତିଛନ୍ତି । ଥିରୁବାମ୍ବାଡିରେ LDF ପ୍ରାର୍ଥୀ ଲିନ୍ରୋ ଜୋସେଫ ଜିତିଛନ୍ତି । 

13:29 May 02

94 ରୁ ଅଧିକ ଆସନରେ LDF ଆଗରେ ରହିଛି

94 ରୁ ଅଧିକ ଆସନରେ LDF ଆଗରେ ରହିଛି । କେରଳ ସିଏମ ପିନାରାଇ ବିଜୟନ 4653 ଭୋଟରେ ଆଗୁଆ ଥିବାବେଳେ କେ.କେ ଶୈଲଜା 17,753 ଭୋଟ ସହ ମତ୍ତନୁରରେ ନିଜର ନେତୃତ୍ୱ ଜାରି ରଖିଛନ୍ତି  । ଥ୍ରୀସୁରରେ ଫିଲ୍ମ ଅଭିନେତା ତଥା ଏନଡିଏର ରାଜ୍ୟସଭା ସାଂସଦ ସୁରେଶ ଗୋପୀ 1,530 ଭୋଟରେ ଆଗୁଆ ରହିଛନ୍ତି । ମେଟ୍ରୋମାନ ଇ ଶ୍ରୀଧରନ୍ ଆଗରେ ଅଛନ୍ତି ।  କଂଗ୍ରେସ ପ୍ରାର୍ଥୀ ଶାଫି ପାରାମବିଲ 3,038 ଭୋଟରେ ଆଗରେ ଅଛନ୍ତି। ତିନୋଟି ଆସନରେ ଏନଡିଏ ଅଗ୍ରଣୀ ରହିଛି - ନେମୋମରେ ପୂର୍ବତନ ମିଜୋରାମ ରାଜ୍ୟପାଳ କୁମନମ ରାଜଶେଖରନ୍, ପାଲକ୍କଡରେ ଇ ଶ୍ରୀଧରନ୍ ଏବଂ ଥ୍ରୀସରେ ସୁରେଶ ଗୋପୀ ଆଗୁଆ ଅଛନ୍ତି । 

12:48 May 02

ତାମିଲନାଡୁରେ ଭିଆଇପି ପ୍ରାର୍ଥୀ

ତାମିଲନାଡୁରେ ଲିଡ୍ କରୁଥିବା ଭିଆଇପି ପ୍ରାର୍ଥୀ-  

1. ଏଡାପାଡି କେ ପାଲାନିସ୍ୱାମୀ  

2. ଏମକେ ଷ୍ଟାଲିନ୍  

3. ଉଦୟାନିଧି ଷ୍ଟାଲିନ୍  

4. ଏଲ.ମୁରୁଗାନ (ରାଜ୍ୟ ବିଜେପି ସଭାପତି)

5. ବିଜୟ ବସନ୍ତ (କନ୍ୟାକୁମାରୀ ସାଂସଦ ଆସନ)

ତାମିଲନାଡରୁ ପଛୁଆ ଥିବା ଭିଆଇପି ପ୍ରାର୍ଥୀ-  

1. କମଲ ହାସନ

2. ଖୁଶବୁ ସୁନ୍ଦର

3. ସିମାନ୍ (NTK ସଭାପତି)

4. ଦୁରାଇମୁରୁଗାନ୍

5. ଟିଟିଭି ଧିନାକରନ୍

12:47 May 02

କେରଳରେ ଆଗୁଆ ଥିବା ପ୍ରାର୍ଥୀ

କନ୍ନୁର- LDFର କଦନନାପଲ୍ଲି ରାମଚନ୍ଦ୍ରନ୍ 3211 ଭୋଟରେ ଆଗୁଆ ଅଛନ୍ତି ।

ଥାଲାସେରି- LDF ର ଶ୍ୟାମସିର 13345 ଭୋଟରେ ଆଗୁଆ ।

କୁଥୁପରାମବୁ - LDF ର କେପି ମୋହନନ୍ 14659 ଭୋଟରେ ଆଗୁଆ ଅଛନ୍ତି ।

ପେୟାନୁର- LDF ର ମଧୁସୂଦନନ୍ 17981 ଭୋଟରେ ଆଗୁଆ ।

ଇରିକ୍କୁର- UDF ର ସାଜିଭ ଜୋସେଫ 2584 ଭୋଟରେ  ଆଗୁଆ ।  

ମତ୍ତାନୁର- LDF ର କେ.କେ ଶୈଲଜା 17753 ଭୋଟ୍ ସହିତ ଆଗୁଆ ।

ସିଏମ ପିନାରାଇ ବିଜୟନ 7810 ଭୋଟରେ ଆଗୁଆ ଅଛନ୍ତି ।  

କଲ୍ୟାସେରିରେ, LDF ର ଏମ୍ ବିଜୟନ୍ 18803 ଭୋଟରେ ଆଗୁଆ ଅଛନ୍ତି ।

ପେରାଭୋର- UDF ର ସନ୍ନି ଜୋସେଫ 134 ଭୋଟରେ  ଆଗୁଆ ।  

ତାଲିପରାମବା- LDF ର ଏମଭି ଗୋବିନ୍ଦନ 2620 ଭୋଟରେ ଆଗୁଆ ଅଛନ୍ତି ।

ଆଜିକୋଡେ- LDF ପ୍ରାର୍ଥୀ ସୁମେଶ 3973 ଭୋଟ୍ ସହିତ ଆଗରେ ଅଛନ୍ତି ।

12:21 May 02

କେରଳରେ 2 ସିପିଆଇ(ଏମ) ପ୍ରାର୍ଥୀ ବିଜୟୀ

କେରଳରେ ବିଜୟ ଧାରା ଆରମ୍ଭ ।  ସିପିଆଇ (ଏମ୍)ର ଟିପି ରାମକୃଷ୍ଣନ୍ ଏବଂ ଏମଏମ୍ ମଣି ବିଜୟୀ ହୋଇଛନ୍ତି । 5000 ରୁ ଅଧିକ ଭୋଟ୍ ପାଇ ପେରମ୍ବ୍ରାରୁ ଟି.ପି ରାମକୃଷ୍ଣନ୍ ଏବଂ 23,301 ଭୋଟରେ ଏମଏମ ମଣି ଉଦୁମ୍ବନଚୋଲା ନିର୍ବାଚନମଣ୍ଡଳୀରୁ 1109 ବ୍ୟବଧାନରେ ଜିତିଛନ୍ତି । 

12:11 May 02

ଦିନ 12ଟା ସୁଦ୍ଧା ଫଳାଫଳ

ଦିନ 12ଟା ସୁଦ୍ଧା ପୁଡୁଚେରୀରେ AINRC 11ଟି ଆସନରେ ଆଗୁଆ ରହିଛି । ତାମିଲନାଡୁରେ ଡିଏମକେ 134ଟି ଆସନରେ ଆଗୁଆ ରହିଥିବା ବେଳେ କେରଳରେ ଏଲଡିଏଫ 91ଟି ଆସନରେ ଆଗୁଆ ରହିଛି । 

11:48 May 02

କେରଳରେ 3 ବିଜେପି ପ୍ରାର୍ଥୀ ଆଗୁଆ

ପୂର୍ବଥର କେରଳରେ ଗୋଟିଏ ବି ଆସନ ହାତେଇ ନଥିବା ଏନଡିଏ ସରକାର, ଚଳିତ ଥର 3ଟି ଆସନରେ ଆଗୁଆ ରହିଛି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇ.ଶ୍ରୀଧରନ ପାଲକ୍କଡରେ ଆଗୁଆ ଥିବା ବେଳେ ଥ୍ରୀରସୁରରୁ ସୁରେଶ ଗୋପି ଆଗୁଆ ଅଛନ୍ତି । କୁମନମ ରାଜଶେଖରନ୍ ନେମୋନ ଆସନରୁ ଆଗୁଆ ଅଛନ୍ତି । 

11:33 May 02

ଦିନ 11ଟା 30 ସୁଦ୍ଧା ଫଳାଫଳ

ଦିନ 11ଟା 30 ସୁଦ୍ଧା ପୁଡୁଚେରୀରେ AINRC 12ଟି ଆସନରେ ଆଗୁଆ ରହିଛି । ଏହାସହ ତାମିଲନାଡୁରେ ଡିଏମକେ 134ଟି ଆସନରେ ଆଗୁଆ ଥିବା ବେଳେ କେରଳରେ ଏଲଡିଏଫ 92ଟି ଆସନରେ ଆଗୁଆ ରହିଛି ।  

11:28 May 02

ବାଣ ଫୁଟାଇ ଉତ୍ସବା ମନାଉଛନ୍ତି ଡିଏମକେ କାର୍ଯ୍ୟକର୍ତ୍ତା

ଡିଏମକେ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଚେନ୍ନାଇ ପାର୍ଟି ଅଫିସ ସାମ୍ନାରେ ଉତ୍ସବା ମନାଉଥିବାର ଦେଖିବାକୁ ମିଳିଛି । 

11:03 May 02

ଆଗୁଆ କମଲ୍ ହାସନ୍

ମକ୍କଲ ନିଧୀ ମୈୟମ ମୁଖ୍ୟ କମଲ ହାସନ୍ କୋଏମ୍ବାଟୋର(ଦକ୍ଷିଣ) ଆସନରେ ଆଗୁଆ ଅଛନ୍ତି । 

10:57 May 02

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଗୁଆ

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ 4653 ଆସନରେ ଆଗୁଆ ରହିଛି । 

10:53 May 02

ଦିନ 10ଟା 50 ସୁଦ୍ଧା ଫଳାଫଳ

ଦିନ 10ଟା 50 ସୁଦ୍ଧା ପୁଡୁଚେରୀରେ AINRC 12ଟି ଆସନରେ ଆଗୁଆ ରହିଛି । ଏହାସହ ତାମିଲନାଡୁ ଡିଏମକେ 132ଟି ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷେ କେରଳ ଏଲଡିଏଫ 91ଟି ଆସନରେ ଆଗୁଆ ରହିଛି । 

10:21 May 02

ସକାଳ 10ଟା 15 ସୁଦ୍ଧା ଫଳାଫଳ

ସକାଳ 10ଟା 15 ସୁଦ୍ଧା ପୁଡୁଚେରୀର 12ଟି ଆସନରେ ଆଗୁଆ ରହିଛି AINRC । ଏହାସହ ତାମିଲନାଡୁରେ ଡିଏମକେ 130ଟି ଆସନରେ ଆଗୁଆ ଥିବା ବେଳେ କେରଳରେ ଏଲଡିଏଫ 87 ଆସନରେ ଆଗୁଆ ରହିଛି । 

10:14 May 02

ମେଟ୍ରୋମ୍ୟାନ ଆଗୁଆ

ମେଟ୍ରୋମ୍ୟାନ ଇ.ଶ୍ରୀଧରନ ପଲକ୍କଡ ଆସନରୁ ଆଗୁଆ ।

09:49 May 02

ଭୋଟ୍ ଗଣନା କେନ୍ଦ୍ରରେ ଡିଏମକେ ପ୍ରାର୍ଥୀ ଉଦୟାନିଧି ଷ୍ଟାଲିନ

ତାମିଲନାଡୁର ଚେପକ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ଡିଏମକେ ପ୍ରାର୍ଥୀ ଉଦୟାନିଧି ଷ୍ଟାଲିନ ଚେନ୍ନାଇର ରାଣୀ ମେରି କଲେଜରେ ପହଞ୍ଚିଛନ୍ତି । ଏଠାରେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । 

09:30 May 02

ସକାଳ 9ଟା 30 ସୁଦ୍ଧା ଫଳାଫଳ

ପୁଡୁଚେରୀରରେ AINRC 8ଟି ଆସନରେ ଆଗୁଆ ଥିବା ବେଳେ ତାମିଲନାଡୁ ଡିଏମକେ 77ଟି ଆସନରେ ଆଗୁଆ ରହିଛି । ଏହାସହ କେରଳରେ ଏଲଡିଏଫ 79ଟି ଆସନରେ ଆଗୁଆ । 

09:23 May 02

ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଆଗୁଆ

କନ୍ୟାକୁମାରୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ପି.ବସନ୍ତ ଆଗୁଆ । 

08:59 May 02

ସକାଳ 9ଟା ସୁଦ୍ଧା ତାମିଲନାଡୁରେ DMK, କେରଳରେ LDF ଆଗୁଆ

ସକାଳ 9ଟା ସୁଦ୍ଧା  ତାମିଲନାଡୁରେ ଡିଏମକେ 37 ଆସନରେ ଆଗୁଆ । କେରଳରେ ଏଲଡିଏଫ୍ 70 ଆସନରେ ଆଗୁଆ ଥିବା ବେଳେ ପୁଡୁଚେରୀରେ AINRC 6ଟି ଆସନରେ ଆଗୁଆ । 

08:36 May 02

ପୁଡୁଚେରୀରେ ଆଗୁଆ AINRC

ପୁଡୁଚେରୀରେ ବିଜେପି 4ଟି ଆସନରେ ଆଗୁଆ ରହିଥିବା ବେଳେ ତାମିଲନାଡୁରେ ଡିଏମକେ 11ଟି ସିଟ ରେ ଆଗୁଆ । ଏହାସହ କେରଳରେ ଏଲଡିଏଫ 39ଟି ଆସନରେ ଆଗୁଆ । 

08:03 May 02

ଆରମ୍ଭ ହେଲା ଭୋଟ୍ ଗଣତି

ଆରମ୍ଭ ହେଲା ଭୋଟ୍ ଗଣତି । କୋରୋନା ପ୍ରୋଟୋକଲ୍ ମଧ୍ୟରେ ଗଣତି ଆରମ୍ଭ । 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟ୍ ଗଣତି । 

07:58 May 02

ପୂର୍ବତନ ସିଏମ୍ ଓମେନ ଚାନ୍ଦିଙ୍କ ପ୍ରାର୍ଥନା

ପୂର୍ବତନ ସିଏମ୍ ଓମେନ ଚାନ୍ଦିଙ୍କ ପ୍ରାର୍ଥନା
ପୂର୍ବତନ ସିଏମ୍ ଓମେନ ଚାନ୍ଦିଙ୍କ ପ୍ରାର୍ଥନା

ଗଣତି ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ସିଏମ୍ ଓମେନ ଚାନ୍ଦି ପୁଥୁପପାଲିର ଏକ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି। ସେ ପୁଥୁପପାଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ଅଟନ୍ତି । 

07:55 May 02

ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍

ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍
ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍

କେରଳରେ ଭୋଟ୍ ଗଣତି ପାଇଁ ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍ । ଥିରୁଅନନ୍ତପୁରମରେ ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍ । 

07:09 May 02

କେରଳରେ ଭୋଟ୍ ଗଣତି

କେରଳରେ ଭୋଟ୍ ଗଣତି
କେରଳରେ ଭୋଟ୍ ଗଣତି

କେରଳରେ ପ୍ରସ୍ତୁତ ଭୋଟ୍ ଗଣତି କେନ୍ଦ୍ର । ସକାଳ 8ଟାରେ ହେବ ଭୋଟ୍ ଗଣତି । 

06:59 May 02

ସକାଳ 8ଟାରୁ ତାମିଲନାଡୁରେ ଭୋଟ୍ ଗଣତି

ସକାଳ 8ଟାରୁ ତାମିଲନାଡୁରେ ଭୋଟ୍ ଗଣତି
ସକାଳ 8ଟାରୁ ତାମିଲନାଡୁରେ ଭୋଟ୍ ଗଣତି

ପ୍ରସ୍ତୁତ ତାମିଲନାଡୁର ପୋଲିଂ ବୁଥ୍ । ସୁରକ୍ଷାବଳ ମୁତୟନ, ସକାଳ 8ଟାରୁ ଭୋଟ୍ ଗଣତି । 

06:55 May 02

ପ୍ରସ୍ତୁତ ପୋଲିଂ ବୁଥ୍

ପ୍ରସ୍ତୁତ ପୁଡୁଚେରୀର ପୋଲିଂ ବୁଥ୍ । ସୁରକ୍ଷାବଳ ମୁତୟନ । ସକାଳ 8ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । 

06:55 May 02

କେରଳ-ତାମିଲନାଡୁର ଚର୍ଚ୍ଚିତ ଚେହେରା

ଅନ୍ୟପକ୍ଷେ କେରଳରେ ସିପିଏମ ନେତୃତ୍ୱାଧିନ ଏଲଡିଏଫର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ କଂଗ୍ରେସର ସି. ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍ , କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ଅନ୍ୟତମ । ଏହାସହ ତାମିଲନାଡୁରେ ପଦାସୀନ ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପଲାନିସ୍ୱାମୀଙ୍କ ନେତୃତ୍ୱାଧିନ ଏଆଇଏଡିଏମକେ କ୍ଷମତା ବଜାୟ ପାଇଁ ଆଶା ରଖିଥିବା ବେଳେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ମୁଖ୍ୟ ବିରୋଧୀ ଦଳ ଡିଏମକେ । ମକ୍କଲ ନିଧି ମୈୟମର କମଲ ହାସନ ଓ ଏଆଇଏଡିଏମକେର ଓ. ପନିର ସେଲଭମ ବିଧାନସଭା ନିର୍ବାଚନର ପ୍ରମୁଖ ଚେହେରା ମଧ୍ୟରେ ଅନ୍ୟତମ । 

06:55 May 02

ପ୍ରସ୍ତୁତ ଭୋଟ୍ ଗଣତି କେନ୍ଦ୍ର

ତାମିଲନାଡୁର 256ଟି କେନ୍ଦ୍ର, ପୁଡୁଚେରୀର 31 ଓ କେରଳର 633ଟି କେନ୍ଦ୍ରରେ କରାଯିବ ଭୋଟ୍ ଗଣତି । ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନଆର୍ କଂଗ୍ରେସର ଏନ. ରଙ୍ଗସ୍ୱାମୀ, ରିଚାର୍ଡସ୍ ଜନକୁମାର ଓ ବିଜେପିର ଏ. ନମଶିବାୟମ ଓ ଏ. ଜନ କୁମାର ପ୍ରମୁଖ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଚେହେରା । 

06:34 May 02

ଭୋଟ୍ ଗଣତି ପାଇଁ ପ୍ରସ୍ତୁତ 5 ରାଜ୍ୟ

ଆଜି 5ଟି ରାଜ୍ୟର ଭାଗ୍ୟନିର୍ଦ୍ଧାରଣର ଦିନ । ଆଜି ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣତି । କୋରୋନା ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ଫଳାଫଳ ଉପରେ । 5 ଟି ରାଜ୍ୟର ମୋଟ 822 ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆଜି । ରାଜ୍ୟର ମୋଟ 2,364ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ । 

Last Updated : May 2, 2021, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.