ETV Bharat / bharat

Kerala Nun rape case: ନିର୍ଦ୍ଦୋଷରେ ଖଲାସ ବିସୋପ ଫ୍ରାନକୋ - କେରଳ ନନ ଦୁଷ୍କର୍ମ ଘଟଣା

କେରଳ ନନ ଦୁଷ୍କର୍ମ ଘଟଣା ( Nun rape case) । ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବିସୋପ ଫ୍ରାନକୋ ମୁଲାକାଲ (Bishop Franco Mulakkal acquitted in the Nun rape case)।

ନିର୍ଦ୍ଦୋଷରେ ଖଲାସ ବିସୋପ ଫ୍ରାନକୋ
ନିର୍ଦ୍ଦୋଶରେ ଖଲାସ ବିସୋପ ଫ୍ରାନକୋ
author img

By

Published : Jan 14, 2022, 1:03 PM IST

ଥିରୁଅନନ୍ତପୁରମ: କେରଳ ନନ ଦୁଷ୍କର୍ମ ଘଟଣା ( Nun rape case) । ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ବିସୋପ ଫ୍ରାନକୋ ମୁଲାକାଲ (Bishop Franco Mulakkal acquitted in the Nun rape case)। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ ବିସୋପ । କୋଟାୟମ ଅତିରିକ୍ତ ଅଧିବେଶନ କୋର୍ଟ ଆଜି ଏହି ସମ୍ବେଦନଶୀଳ ଘଟଣାରେ ରାୟ ଶୁଣାଇଛନ୍ତି ।

ଅତିରିକ୍ତ ଅଧିବେଶନ ବିଚାରପତି ଜି ଗୋପକୁମାର ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଆଜି ମାମଲାର ଶୁଣାଣି କରି ବିଚାରପତି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ଉପରୁ ସମସ୍ତ ଚାର୍ଜ ହଟାଇ ଦିଆଯାଇଛି । କୋର୍ଟଙ୍କ ଏ ରାୟ ଶୁଣାଣି ପରେ ବିସୋପ ଫ୍ରାନକୋ କାନ୍ଦିଥିଲେ । ଏହାପରେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଛନ୍ତି ‘ସତ୍ୟର ଜୟ ହେବ ବୋଲି ମୁଁ ଆଶାବାଦୀ ଥିଲି’ ।

ଶୁଣାଣି ଆରମ୍ଭ ହେବାର ଦେଢ ବର୍ଷ ପରେ ଏହି ରାୟ ଘୋଷଣା ହୋଇଛି । ଯୀଶୁଙ୍କ ମିଶନାରୀର ସଦସ୍ୟ ତଥା କୁରୁଭିଲାଙ୍ଗଡର ସେଣ୍ଟ ଫ୍ରାନ୍ସିସ୍ ମିଶନ୍ ହୋମର ଜଣେ ବାସିନ୍ଦା ବିସୋପ ଫ୍ରାନକୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। 2018 ଜୁନରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା । ନନ ଜଣଙ୍କ ବିସୋପ ଫ୍ରାନକୋଙ୍କ ବିରୋଧ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ ଟଙ୍କା ଓ ରାଜନୈତିକ ଚାପ ପ୍ରୟୋଗ କରି ମାମଲାରୁ ରଫାଦଫା କରିବାକୁ ଚାହୁଁଥିବା ଅଭିଯୋଗ କରିଥିଲେ ।

କ’ଣ ଏହି Nun rape case?

କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମର ମହିଳା ଯିଏକି ଏକାଠି ରୁହନ୍ତି ସେମାନଙ୍କ ପ୍ରତିଟି ସଦସ୍ୟଙ୍କୁ ନନ କୁହାଯାଏ । କେରଳରେ ଏହି ନନ ଦୁଷ୍କର୍ମ ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.