ଶ୍ରୀନଗର: ଅପନି ପାର୍ଟିରେ ଯୋଗ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ନବନିର୍ବାଚିତ ମେୟର ଜୁନୈଦ ଅଜିମ ମଟ୍ଟୋ । ଦଳରେ ଯୋଗଦେବା ପରେ ଜୁନୈଦ କହିଛନ୍ତି, ଏହି ଯୁବକର ପାରିବା ପଣିଆ ଉପରେ ଅପନି ପାର୍ଟିର ଅନେକ ଆଶା ବିଶ୍ବାସ ରହିଛି ।
ନିକଟରେ ଜମ୍ମୁ କାଶ୍ମୀରର ଶ୍ରୀନଗର ନଗର ନିଗମ ମେୟର ଭାବରେ ବିଜୟ ହାସଲ କରିଥିଲେ ଜୁନୈଦ । ସେ 44 ଭୋଟ ହାତେଇ ଦୁଇ ତୃତୀୟାଂଶ ବହୁମତ ସହ ବିଜୟ ହାସଲ କରିଥିଲେ ।