ETV Bharat / bharat

ବଢିଲା ଝାଡଖଣ୍ତ ଲକଡାଉନ ଅବଧି

author img

By

Published : Jun 24, 2021, 7:30 AM IST

ସଂକ୍ରମଣ ପାଇଁ ବଢିଲା ଝାଡଖଣ୍ତର ଲକଡାଉନ କଟକଣା । ଜୁଲାଇ 1 ପର୍ଯ୍ୟନ୍ତ ବଢିଲା କଟକଣାର ଅବଧି । ଅଧିକ ପଢନ୍ତୁ...

Jharkhand extends lockdown-like restrictions till July 1
ବଢିଲା ଝାଡଖଣ୍ତ ଲକଡାଉନ ଅବଧି

ରାଞ୍ଚି : ସଂକ୍ରମଣ ପାଇଁ ବଢିଲା ଝାଡଖଣ୍ତର ଲକଡାଉନ କଟକଣା । ଜୁଲାଇ 1 ପର୍ଯ୍ୟନ୍ତ ବଢିଲା କଟକଣାର ଅବଧି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପୂର୍ବପରି କଟକଣା ବଳବତ୍ତର ରହିବ । ସକାଳ 6ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସହ ସପିଂ ମଲ ଖୋଲା ରହିବ ।

ଆନ୍ତରାଜ୍ୟ ଗାଡି ଚଳାଚଳ ଉପରେ ପ୍ରତିବନ୍ଦକ ଲଗାଯାଇଛି । କେବଳ ଜିଲ୍ଲା ପ୍ରଶାସନ ଦ୍ବାରା ଚାଲୁଥିବା ବସ ଗୁଡିକ ଚଳାଚଳ କରିବ । ଯେଉଁମାନେ ଆନ୍ତରାଜ୍ୟରୁ ଆସୁଛନ୍ତି କି ଯାଉଛନ୍ତି ସେମାନଙ୍କ ପାଇଁ ଇ -ପାସକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତ୍ରା କରିବାକୁ ହେଲେ ଇପାସ ଦରକାର ପଡିବନି । ସଂକ୍ରମଣ ବଢିବାରୁ ଧାର୍ମିକ ସ୍ଥଳୀ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। କୋରୋନାର ତୃତୀୟ ଲହରରକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.