ETV Bharat / bharat

Japan PM In India: ମୋଦିଙ୍କୁ ଭେଟିଲେ ଜାପାନ ପ୍ରଧାନମନ୍ତ୍ରୀ - ଜାପାନ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ନୂଆଦିଲ୍ଲୀରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ବିମାନ ବନ୍ଦରରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

Japanese PM in India:ଦିଲ୍ଲୀରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ

author img

By

Published : Mar 19, 2022, 4:34 PM IST

Updated : Mar 19, 2022, 7:27 PM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ବ୍ୟତୀତ ସେ 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଅଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସ୍ବାଗତ କରିଥିଲେ ।

  • Japanese Prime Minister Fumio Kishida arrives in Delhi on a two-day visit.

    He will take part in the 14th India-Japan Annual Summit, besides holding bilateral talks with PM Narendra Modi.

    Union Minister Ashwini Vaishnaw receives Fumio Kishida. pic.twitter.com/ORmRaSTwH3

    — ANI (@ANI) March 19, 2022 " class="align-text-top noRightClick twitterSection" data=" ">

ପରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଜାପାନ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସାକ୍ଷାତକାର କରିବା ସହ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ବୃଦ୍ଧି ଦିଗରେ ଗୁରୁତ୍ବ ଦେଇଥିଲେ ଉଭୟ ନେତା । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା 14 ତମ ବାର୍ଷିକ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି।

  • #WATCH | Prime Minister Narendra Modi and Japanese PM Fumio Kishida hold the 14th Annual Summit, at Hyderabad House in Delhi.

    "Another step toward advancing the India-Japan partnership - a partnership for peace, prosperity and progress!" says MEA pic.twitter.com/U3A2z89AEn

ଆଜି (ମାର୍ଚ୍ଚ 19) ଠାରୁ ଭାରତ-ଜାପାନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାର୍ଚ୍ଚ 19-20 ଦୁଇ ଦିନ 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଗତ ବାର୍ଷିକ ଶିଖର ସମ୍ମିଳନୀ 2018 ରେ ଟୋକିଓରେ ହୋଇଥିବାବେଳେ ଚଳିତଥର ଏହାର ଆୟୋଜନ ନୂଆଦିଲ୍ଲୀରେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 19, 2022, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.