ETV Bharat / bharat

ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଓ ଜଣେ ସହଯୋଗୀ ଗିରଫ

author img

By

Published : Jan 19, 2021, 8:47 PM IST

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବଦୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Jammu and Kashmir
ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଓ ଜଣେ ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଜୈସ-ଏ-ମହମ୍ମଦ ଜଣେ ଆତଙ୍କବାଦୀ ଓ ସହଯୋଗୀ ଗିରଫ । ସେମାନଙ୍କ ନିକଟର ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜମ୍ମୁକାଶ୍ମୀରର ଅନନ୍ତନାଗରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବଦୀକୁ ଗିରଫ କରିଛି ପୋଲିସ । ଏହା ସହ ଆତଙ୍କବାଦୀକୁ ସହାୟତା କରୁଥିବା ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ପୋଲିସ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି । ସେମାନେ କେଉଁ ସ୍ଥାନରୁ ଆସିଥିଲେ ଓ କେଉଁଠି ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ସେ ନେଇ ସେନା ଓ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ।ସୂଚନାଥାଉକି ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ବୋର୍ଡରରୁ ସବୁବେଳେ ଆତଙ୍କବାଦୀ ମାନେ ପ୍ରସ୍ତୁତ ହୋଇ ରହିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.