ETV Bharat / bharat

ବସରେ ନିଆଁ ଲାଗି ୨ ମୃତ, ୨୨ ଆହତ

author img

By

Published : May 13, 2022, 5:59 PM IST

ବସରେ ନିଆଁ ଲାଗି ୨ ମୃତ ଓ ୨୨ ଆହତ । ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

ବସରେ ଲାଗିଲା ନିଆଁ
ବସରେ ଲାଗିଲା ନିଆଁ

ଶ୍ରୀନଗର: ବସରେ ନିଆଁ ଲାଗି ୨ ମୃତ ଓ ୨୨ ଆହତ । ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଥିବା ଜମ୍ମୁ ଏବଂ କାଶ୍ମୀର ପୋଲିସ ସୂଚନା ଦେଇଛି । ତେବେ ଜମ୍ମୁ ଏବଂ କାଶ୍ମୀର ପୋଲିସ ଦ୍ବାରା ହସ୍ତଗତ ପ୍ରାଥମିକ ତଥ୍ୟ ଅନୁସାରେ ବସର ଇଞ୍ଜିନ୍‌ରେ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା ।

  • Two persons died & 22 others were injured after a local bus from Katra to Jammu caught fire near Kharmal about 1.5 km from Katra. As per preliminary details, bus caught fire from the engine area which soon engulfed the whole bus: ADGP Jammu pic.twitter.com/f1OqFLfoPc

    — ANI (@ANI) May 13, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ବସଟି କାତ୍ରାରୁ ଜମ୍ମୁ ଯାଉଥିବା ବେଳେ ଖାରମାଲ ନିକଟରେ ନିଆଁ ଲାଗି ଯାଇଥିଲା । ଏଥିସହ ଆହତଙ୍କୁ କାତ୍ରା ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ୩ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ତାନାନ୍ତର କରାଯାଇଛି । ଏହା ସହିତ ଘଟଣାସ୍ଥଳରେ ଫରେନସିକ୍‌ ବିଭାଗ ଯାଞ୍ଚ ଆରମ୍ଭ କରିଥିବା ପୋଲିସ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.