ETV Bharat / bharat

Interesting Story: ଶିକ୍ଷକଙ୍କ ବଦାନ୍ୟତା, ଗାଁର କାନ୍ଥବାଡରେ ଶିକ୍ଷାର ଚିତ୍ର - ଗାଁକୁ ଶିକ୍ଷା ମନ୍ଦିର କରିଛନ୍ତି ମଧ୍ୟପ୍ରଦେଶର ଧର୍ମାପୁର ଗାଁର ଶିକ୍ଷକ ଦିନେଶ ମିଶ୍ରା

ଗାଁକୁ ଶିକ୍ଷା ମନ୍ଦିର କରିଛନ୍ତି ମଧ୍ୟପ୍ରଦେଶର ଧର୍ମାପୁର ଗାଁର ଶିକ୍ଷକ ଦିନେଶ ମିଶ୍ରା । ଯାହା ଅନ୍ୟ ଶିକ୍ଷକଙ୍କ ପାଇଁ ସାଜିବ ପ୍ରେରଣା । ଅଧିକ ପଢନ୍ତୁ

Interesting Story: ଶିକ୍ଷକଙ୍କ ବଦାନ୍ୟତା, ଗାଁର କାନ୍ଥବାଡରେ ଶିକ୍ଷାର ଚିତ୍ର

author img

By

Published : Apr 4, 2022, 9:45 PM IST

ଭୋପାଳ : ସରକାରୀ ସ୍କୁଲର ବ୍ୟବସ୍ଥା ସମ୍ପର୍କରେ ସଭିଏଁ ଉଣା ଅଧିକେ ଜାଣିଥିବେ । ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ଆଜିକାଲିର ଅଭିଭାବକମାନେ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଉଛନ୍ତି । ହେଲେ ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳର ଧର୍ମାପୁର ଗାଁରେ ପାଠ ପଢାଉଥିବା ଶିକ୍ଷକ ଦିନେଶ ମିଶ୍ରା ସୃଷ୍ଟି କରିଛନ୍ତି ଏକ ଉଦାହରଣ । ଯାହା ଅନ୍ୟ ସରକାରୀ ଶିକ୍ଷକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟେ ।

Interesting Story: ଶିକ୍ଷକଙ୍କ ବଦାନ୍ୟତା, ଗାଁର କାନ୍ଥବାଡରେ ଶିକ୍ଷାର ଚିତ୍ର
Interesting Story: ଶିକ୍ଷକଙ୍କ ବଦାନ୍ୟତା, ଗାଁର କାନ୍ଥବାଡରେ ଶିକ୍ଷାର ଚିତ୍ର

ମଧ୍ୟପ୍ରଦେଶର ଜବଲପୁର ଠାରୁ ମାତ୍ରା ୪୦ କିଲୋମିଟର ଦୂରରେ ରହିଛି ଧର୍ମାପୁର । ଏହି ଗାଁରେ ଥିବା ପ୍ରାଥମିକ ସ୍କୁଲ ଶିକ୍ଷକ ହେଉଛନ୍ତି ଦିନେଶ ମିଶ୍ରା । ଯିଏକି ଗାଁକୁ ଦେଇଛନ୍ତି ଶିକ୍ଷାର ଏକ ବଡ ଉପହାର । ଗାଁର କାନ୍ଥବାଡରେ ସେ ସୃଷ୍ଟି କରିଛନ୍ତି ବିଦ୍ୟା ମନ୍ଦିର । ଏହି ସମଗ୍ର ଗାଁକୁ ଏକ ବିଦ୍ୟାଳୟରେ ପରିଣତ କରିଛନ୍ତି ସେ । ଗାଁର ଯେଉଁ ରାସ୍ତାରେ ବି ଆପଣ ବାହାରକୁ ଯାଆନ୍ତୁ । ଆପଣ କେବଳ ଶିକ୍ଷାରେ ପରିପୂର୍ଣ୍ଣ ପରିବେଶ ଦେଖିବେ । କାନ୍ଥବାଡରେ ପ୍ରାଥମିକ ଶିକ୍ଷାର ଝଲକ ଦେଖିବାକୁ ପାଇବେ ।

ଶିକ୍ଷକ ଦିନେଶ ମିଶ୍ର କୁହନ୍ତି ଯେ, କୋରୋନା ସମୟରେ କୌଣସି ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଆସୁ ନଥିଲେ । କାହିଁକିନା ଏହି ଗାଁରେ ଅଧିକାଂଶ ଲୋକେ ଦିନମଜୁରିଆ । ମୂଲ ଲାଗିବାକୁ ଗଲେ ନିଜ ପିଲାଙ୍କୁ ସାଙ୍ଗରେ ନେଇକି ଯାଇଥାନ୍ତି । ସେହି ଗାଁରେ ଏଭଳି ସ୍ଥିତି ଦେଖି ବିଚଳିତ ହୋଇପଡିଥିଲେ ଶିକ୍ଷକ ଦିନେଶ ମିଶ୍ର । ଯେପରି କୌଣସି ବି ଶିଶୁ ଶିକ୍ଷାରୁ ନ ବଞ୍ଚିତ ହୁଅନ୍ତି । ସେଥିପାଇଁ ଗାଁର ପ୍ରତ୍ୟକ ରାସ୍ତାର କାନ୍ଥବାଡରେ ଶିକ୍ଷାର ଝଲକ ସୃଷ୍ଟି କରିଥିଲେ । ତେବେ ଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ସଭିଏଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.