ETV Bharat / bharat

ସହକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ITBP ଯବାନଙ୍କ ଆତ୍ମହତ୍ୟା - ସହକର୍ମୀଙ୍କୁ ଗୁଳି କଲେ ITBP ଯବାନ

ଜମ୍ମୁ କାଶ୍ମୀର ITBP କ୍ୟାମ୍ପରେ ଅଘଟଣ । ତିନି ସହକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ । କାରଣ ଅସ୍ପଷ୍ଟ । କୋର୍ଟ ଅଫ୍‌ ଇନକ୍ବାରୀ ଆରମ୍ଭ । ଅଧିକ ପଢନ୍ତୁ

ତିନି ସହକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ITBP ଯବାନଙ୍କ ଆତ୍ମହତ୍ୟା

author img

By

Published : Jul 16, 2022, 7:24 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ITBP କ୍ୟାମ୍ପରେ ଅଭାବନୀୟ ଘଟଣା ଘଟିଛି । ତିନି ସହକର୍ମୀଙ୍କ ଉପରେ ଗୁଳି ଚଳାଇବାପରେ ଜଣେ ITBP ଯବାନ ସର୍ଭିସ ରାଇଫଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି (ITBP Constable Shoots Three Colleagues) । ଗୁଳିମାଡରେ ଆହତ ୩ ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି(ଶନିବାର) ଅପରାହ୍ନ ପ୍ରାୟ ୩ଟା ବେଳେ ଜମ୍ମୁ କାଶ୍ମୀରରେ ଉଧମପୁର ଜିଲ୍ଲାରେ ଥିବା ITBP କ୍ୟାମ୍ପରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

  • A constable of the 8th Battalion, Indo-Tibetan Border Police, opened fire, injuring his 3 colleagues in Jammu and Kashmir's Udhampur. He later shot himself dead. All injured have been shifted to the hospital and are safe. A court of inquiry has been ordered: ITBP

    — ANI (@ANI) July 16, 2022 " class="align-text-top noRightClick twitterSection" data=" ">

ଏପରି କାଣ୍ଡ ଭିଆଇ ଆତ୍ମହତ୍ୟା କରିଥିବା ଯବାନଜଣଙ୍କ ଭୂପେନ୍ଦ୍ର ସିଂ ଓ ITBP ର ଅଷ୍ଟମ ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ସେହପରି ଭୂପେନ୍ଦ୍ରଙ୍କ ଗୁଳିରେ ଜଣେ ହେଡ କନେଷ୍ଟବଳ ଓ ଦୁଇ କନେଷ୍ଟବଳ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଯବାନଜଣଙ୍କ ଏପରି ପଦକ୍ଷେପ ନେଲେ ସେନେଇ କିଛି ସ୍ପଷ୍ଟ ହୋଇନି । ଘଟଣା ପରେ ITBP କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.