ETV Bharat / bharat

ସଂସଦରେ ଉଠିଲା ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ

author img

By

Published : Feb 11, 2021, 11:39 AM IST

ରାଜ୍ୟସଭାରେ ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ । ଅଧିକ ପଢନ୍ତୁ...

ବଜେଟ ବ୍ୟୟବରାଦ
ବଜେଟ ବ୍ୟୟବରାଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି(ଗୁରୁବାର) ଓଡିଆ ଭାଷା ପାଇଁ ବଜେଟ ବ୍ୟୟବରାଦ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସୁଜିତ କୁମାର । ସେ ଓଡିଆ ଭାଷାରେ ରିସର୍ଚ୍ଚ ଡକ୍ୟୁମେଣ୍ଟେସନ ଓ ଓଡିଆ ଭାଷାର ପ୍ରଚାର ପାଇଁ ବ୍ୟୟବରାଦ ନେଇ ପ୍ରଶ୍ନ କରିଛନ୍ତି ।

ବଜେଟ ବ୍ୟୟବରାଦ

ଏହା ସହ ଓଡିଆ ଭାଷା 6 ଶାସ୍ତ୍ରୀୟ ଭାଷା ମଧ୍ୟ ଏକ ହୋଇଥିବାରୁ ଏଥିପାଇଁ ବ୍ୟୟବରାଦ କରିବାକୁ ସେ ଦାବି କରିଛନ୍ତି । ସଂସଦର ବଜେଟ ଅଧିବେଶନରେ ଲିଖିତ ପ୍ରଶ୍ନରେ ସେ ଏପରି ପଚାରିଛନ୍ତି ।

ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବୃଆରୀ 15 ଯାଏଁ ଚାଲିବ । ପରେ ମାର୍ଚ୍ଚ 8 ତାରିଖରୁ ଅପ୍ରେଲ 8 ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.