ETV Bharat / bharat

ମହାମାରୀ କୋପ: IPL 2021 ବାତିଲ - ଆଇପିଏଲ ବାତିଲ

ଆଇପିଏଲ ବାତିଲ କରିବାକୁ ଏକାଧିକ ସଂଗଠନ ମଧ୍ୟ କୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ । କୋର୍ଟ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ବିସିସିଆଇ ନେଲା ପଦକ୍ଷେପ । ଆଇପିଏଲ ଖେଳୁଥିବା ବିଭିନ୍ନ ଦେଶର ଖେଳାଳିଙ୍କ ସମେତ ଭାରତୀୟ ଖେଳାଳି ମଧ୍ୟ ଥିଲେ ଚିନ୍ତାରେ । ଜୈବ ବଳୟ ସୁରକ୍ଷା ସତ୍ବେ ଅନେକ ଖେଳାଳି ଓ ଆଇପିଏଲ ସହ ଜଡିତ ଅଧିକାରୀ କର୍ମଚାରୀ ସଂକ୍ରମିତ ହେବା ପରେ ବିସିସିଆଇର ପଦକ୍ଷେପ । ଅଧିକ ପଢନ୍ତୁ...

IPL 2021 ବାତିଲ
IPL 2021 ବାତିଲ
author img

By

Published : May 4, 2021, 1:34 PM IST

Updated : May 4, 2021, 1:53 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ ସଂକଟକୁ ନେଇ ବିସିସିଆଇର କଠୋର ନିଷ୍ପତ୍ତି । ବାତିଲ ହେଲା ଚଳିତ ବର୍ଷର ଆଇପିଏଲ । ବିଭିନ୍ନ ଟିମର ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ପଦକ୍ଷେପ ।

ଆଇପିଏଲ ବାତିଲ କରିବାକୁ ଏକାଧିକ ସଂଗଠନ ମଧ୍ୟ କୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ । କୋର୍ଟ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ବିସିସିଆଇ ନେଲା ପଦକ୍ଷେପ । ଆଇପିଏଲ ଖେଳୁଥିବା ବିଭିନ୍ନ ଦେଶର ଖେଳାଳିଙ୍କ ସମେତ ଭାରତୀୟ ଖେଳାଳି ମଧ୍ୟ ଥିଲେ ଚିନ୍ତାରେ । ଜୈବ ବଳୟ ସୁରକ୍ଷା ସତ୍ବେ ଅନେକ ଖେଳାଳି ଓ ଆଇପିଏଲ ସହ ଜଡିତ ଅଧିକାରୀ କର୍ମଚାରୀ ସଂକ୍ରମିତ ହେବାପରେ ବିସିସିଆଇର ପଦକ୍ଷେପ ।

ମହାମାରୀ ପାଇଁ କିଛି ଦେଶୀ ଓ ବିଦେଶୀ ଖେଳାଳି ମଧ୍ୟ ଆଇପିଏଲ ଅଧାରୁ ଛାଡିଥିଲେ ମ୍ୟାଚ ।

ଆଜି ଏକ ଜରୁରୀ ବୈଠକ କରି ବିସିସିଆଇ ଆଇପିଏଲ ବାତିଲ କରିବାକୁ ନେଲା ପଦକ୍ଷେପ । ନିଷ୍ପତ୍ତି ପରେ ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ।

@ANI

Last Updated : May 4, 2021, 1:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.