ETV Bharat / bharat

ସିଂଘୁ ବର୍ଡର ସମେତ ଟିକରି ଓ ଗାଜି ବର୍ଡରରେ ଇଣ୍ଟରନେଟ ସେବା ବନ୍ଦ

author img

By

Published : Feb 6, 2021, 4:40 PM IST

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହିଂସାକୁ ଦୃଷ୍ଟିରେ ରଖି ସରକାର ସିଂଘୁ ବର୍ଡର ସମେତ ଟିକରି ଓ ଗାଜି ବର୍ଡରରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ଆଜି ରାତି 12ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ। ଅଧିକ ପଢନ୍ତୁ...

internet service close in singhu  tikri and gaji border
ସିଂଘୁ ବୋର୍ଡର ସମେତ ଟିକରି ଓ ଗାଜି ବୋର୍ଡରରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ ସେବା ବନ୍ଦ । ନୂଆଦିଲ୍ଲୀର ସିଂଘୁ ବର୍ଡର ସମେତ ଟିକରି ଓ ଗାଜି ବର୍ଡରରେ ଇଣ୍ଟରନେଟ ସେବା ବନ୍ଦ । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହିଂସାକୁ ଦୃଷ୍ଟିରେ ରଖି ସରକାର ସିଂଘୁ ବର୍ଡର ସମେତ ଟିକରି ଓ ଗାଜି ବର୍ଡରରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ଆଜି ରାତି 12ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ।

ଆଜି ସାରା ଭାରତରେ କୃଷକମାନେ ନୂତନ କୃଷି ଆଇନକୁ ବିରୋଧ କରି 3 ଘଣ୍ଟା ଚକାଜାମ ଡାକରା ଦେଇଛନ୍ତି । ଦିଲ୍ଲୀ ପଞ୍ଜାବ, ହରିୟାଣା ସମେତ ସାରା ଭାରତରେ କୃଷକଙ୍କ ଏହି ଆନ୍ଦୋଳନ ଚାଲିଛି । 12ରୁ 3ଟା ପର୍ଯ୍ୟନ୍ତ ହୋଇଥିବା ଚକାଜାମ ଆନ୍ଦୋଳନ ଶେଷ ହୋଇଛି କିନ୍ତୁ ସରକାର ହିଂସାକୁ ଆଖି ଆଗରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ସରକାର କୃଷକ ଆନ୍ଦୋଳନରେ ହିିଂସାକୁ ନେଇ ପୂର୍ବରୁ ଲୁହା କଣ୍ଟା ବ୍ୟବସ୍ଥା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.