ETV Bharat / bharat

ବେଙ୍ଗାଲୁରୁ ପୋଲିସ ପଞ୍ଝାରେ ଆନ୍ତର୍ଜାତୀୟ ୱେବସାଇଟ୍ ହ୍ୟାକର

author img

By

Published : Nov 18, 2020, 7:50 PM IST

ବିଭିନ୍ନ ଆପ ଓ ଓ୍ବେବସାଇଟକୁ ବେଆଇନ ଭାବେ ହ୍ୟାକ୍ କରି ତଥ୍ୟ ଚୋରି କରୁଥିବା ଜଣେ ଆନ୍ତର୍ଜାତୀୟ ହ୍ୟାକରକୁ ଗିରଫ କରିଛି ବେଙ୍ଗାଲୁରୁ ସିସିବି ପୋଲିସ । ପଢନ୍ତୁ ଅଧିକ....

ବେଙ୍ଗାଲୁରୁ ପୋଲିସ ପଞ୍ଝାରେ ଆନ୍ତର୍ଜାତୀୟ ୱେବସାଇଟ୍ ହ୍ୟାକର
ବେଙ୍ଗାଲୁରୁ ପୋଲିସ ପଞ୍ଝାରେ ଆନ୍ତର୍ଜାତୀୟ ୱେବସାଇଟ୍ ହ୍ୟାକର

ବେଙ୍ଗାଲୁରୁ: ବିଭିନ୍ନ ଆପ ଓ ଓ୍ବେବସାଇଟକୁ ବେଆଇନ ଭାବେ ହ୍ୟାକ୍ କରି ତଥ୍ୟ ଚୋରି କରୁଥିବା ଜଣେ ଆନ୍ତର୍ଜାତୀୟ ହ୍ୟାକରକୁ ଗିରଫ କରିଛି ବେଙ୍ଗାଲୁରୁ ସିସିବି ପୋଲିସ । ଗିରଫ ହ୍ୟାକର ଜଣଙ୍କ ନାଁ ଶ୍ରୀକ୍ରିଷ୍ଣା ଓ ବେଙ୍ଗାଲୁରୁର ଜୟନଗର ବାସିନ୍ଦା ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ଗ୍ୟାଙ୍ଗଷ୍ଟାର ସୁନେଶ ହେଗଡେଙ୍କ ସହ କାମ କରିଥିଲେ । ପ୍ରସାଦ ଶେଟ୍ଟୀ ଏବଂ ହେମନ୍ତ ଗ୍ୟାଙ୍ଗଙ୍କୁ ଡ୍ରଗ୍ ମାମଲା କେମ୍ପେଗୋଡା ନଗର ପୋଲିସ ପୁର୍ବରୁ ଗିରଫ କରିସାରିଛି । ହ୍ୟାକ୍ ହୋଇଥିବା ଗେମିଂ ୱେବସାଇଟ୍ ଦ୍ବାରା ବେଆଇନ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି | ସେ 2019 କର୍ଣ୍ଣାଟକ ସରକାରଙ୍କ ଇ-କ୍ରୟ ୱେବସାଇଟ୍ ହ୍ୟାକ୍ ମଧ୍ୟ ଏମାନଙ୍କ ଦ୍ବାରା ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ଓ୍ବେବସାଇଟ ହ୍ୟାକ କରିବା ପରେ ସେଥିରୁ ତଥ୍ୟ ଚୋରି କରି ସମ୍ପୃକ୍ତ ମାଲିକ ମାନଙ୍କୁ ଏମାନେ ବ୍ଲାକମେଲ କରୁଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.