ETV Bharat / bharat

ଇନ୍ଦୋର STF ଟିମର ଚଢାଉ: 3.75 ଗ୍ରାମ ସୁନା ଜବତ, 4 ଗିରଫ

author img

By

Published : Jun 13, 2021, 6:40 AM IST

ମଧ୍ୟ ପ୍ରଦେଶରୁ 3 କିଲୋଗ୍ରାମ 75 ଗ୍ରାମ ବେଆଇନ ସୁନା ଜବତ କଲା STF ଟିମ୍ । 4 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଇନ୍ଦୋର STF ଟିମର ଚଢାଉ: 3.75 ଗ୍ରାମ ସୁନା ଜବତ, 4 ଗିରଫ
ଇନ୍ଦୋର STF ଟିମର ଚଢାଉ: 3.75 ଗ୍ରାମ ସୁନା ଜବତ, 4 ଗିରଫ

ଭୋପାଲ: ମଧ୍ୟ ପ୍ରଦେଶରୁ ବିପୁଳ ପରିମାଣର ବେଆଇନ ସୁନା ଜବତ । ସ୍ପେଶାଲ ଟାସ୍କ ଫୋର୍ସ ଚଢାଉ କରି ସୁନା ଜବତ କରିବା ସାଙ୍ଗକୁ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

STF ସୁପରିଟେଣ୍ଡଣ୍ଟ ମନିଶ ଖତ୍ରିଙ୍କ ସୂଚନା ଅନୁଯାୟୀ ଇନ୍ଦୋର ସ୍ପେଶାଲ ସ୍କ୍ବାର୍ଡ ବେଆଇନ ସୁନା କାରବାର ନେଇ ଖବର ପାଇଥିଲା । ପରେ ସମ୍ପୃକ୍ତ ଅଞ୍ଚଳରେ ଚଢାଉ କରି 3 କିଲୋଗ୍ରାମ 75 ଗ୍ରାମ ବେଆଇନ ସୁନା ଜବତ କରିଛି । ଏଥିସହ ମାମଲାରେ ସ୍ପୃକ୍ତ 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ମନିଶ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.