ETV Bharat / bharat

ମେ 8ରୁ ନିଖୋଜ ଥିବା ଡଙ୍ଗା ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ, ସମସ୍ତ କ୍ରୁ ମେମ୍ବର ସୁରକ୍ଷିତ

author img

By

Published : May 10, 2021, 1:09 PM IST

ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ରବିବାର ଦିନ ପାଞ୍ଚ ଜଣ କ୍ରୁ ମେମ୍ବରଙ୍କ ସହିତ ଏକ ମତ୍ସ୍ୟଜୀବୀ ଡଙ୍ଗା 'ଏଫବି କଲାମା'କୁ ଉଦ୍ଧାର କରିଛନ୍ତି । ତେବେ ଏହି ଡଙ୍ଗାଟି ମେ 8 ତାରିଖରୁ ଖରାପ ପାଣିପାଗ ଯୋଗୁଁ ନିଖୋଜ ହୋଇ ଯାଇଥିଲା । ଅଧିକ ପଢନ୍ତୁ...

ମେ 8ରୁ ନିଖୋଜ ଥିବା ଡଙ୍ଗାକୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ, ସମସ୍ତ କ୍ରୁ ମେମ୍ବର ସୁରକ୍ଷିତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ରବିବାର ଦିନ ପାଞ୍ଚ ଜଣ କ୍ରୁ ମେମ୍ବରଙ୍କ ସହିତ ଏକ ମତ୍ସ୍ୟଜୀବୀ ଡଙ୍ଗା 'ଏଫବି କଲାମା'କୁ ଉଦ୍ଧାର କରିଛନ୍ତି । ତେବେ ଏହି ଡଙ୍ଗାଟି ମେ 8 ତାରିଖରୁ ଖରାପ ପାଣିପାଗ ଯୋଗୁଁ ନିଖୋଜ ହୋଇ ଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ କହିଛି ଯେ, ଡଙ୍ଗାକୁ ସୁରକ୍ଷିତ ଭାବେ ହଟ୍‌ବେ ହାର୍ବରକୁ ନିଆଯାଇଥିଲା ଏବଂ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ମତ୍ସ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଇଣ୍ଡିଆନ୍ କୋଷ୍ଟଗାର୍ଡ ଟୁଇଟ୍ କରି କହିଛନ୍ତି ।

ଏହାପୂର୍ବରୁ ମେ 1 ରେ ଇଣ୍ଡିଆନ୍ କୋଷ୍ଟଗାର୍ଡ (ଆଇସିଜି) ମଧ୍ୟ ଏକ ମତ୍ସ୍ୟଜୀବୀ ଡଙ୍ଗା 'ମର୍ସିଡିଜ୍'କୁ ଉଦ୍ଧାର କରିଥିଲା, ​​ଯାହା ସମୁଦ୍ର ମଝିରେ ନିଖୋଜ ହୋଇଯାଇଥିଲା ଏବଂ ବୁଡ଼ି ଯାଇଥିବା ଅନୁମାନ କରାଯାଉଥିଲା। ଏପ୍ରିଲ 24 ରେ ଏକ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଭାରତୀୟ ତଟରକ୍ଷୀ ବାହିନୀ 3,400 ମିଶନରେ ପ୍ରାୟ 10,000 ଜୀବନ ରକ୍ଷା କରିଥିଲେ । ଏବଂ ସେହି ମିଶନରେ ପ୍ରତି ଦୁଇ ଦିନରେ ପ୍ରାୟ ଗୋଟିଏ ଲେଖାଏଁ ଜୀବନ ବଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.