ETV Bharat / bharat

ଇଞ୍ଜନିଂୟରିଂ କ୍ଷେତ୍ରରେ ଭାରତୀୟ ସେନାର କରାମତି, ତିଆରି କଲେ ପ୍ରଥମ 3D ପ୍ରିଣ୍ଟେଡ ଘର

3D ପ୍ରିଣ୍ଟେଡ୍ ଘର ତିଆରି କରିଛନ୍ତି ଗୁଜୁରାଟ ଗାନ୍ଧିନଗରରେ ଦକ୍ଷିଣ- ପଶ୍ଚିମ ଏୟାର କମାଣ୍ଡରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (MES) । ପ୍ରଥମ ଥର ପାଇଁ 3D ପ୍ରିଣ୍ଟେଡ୍ ଘର ତିଆରି କରିଛନ୍ତି । ଏ ନେଇ ଭାରତୀୟ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

୩ଡି ପ୍ରିଣ୍ଟେଡ ଚିତ୍ର
୩ଡି ପ୍ରିଣ୍ଟେଡ ଚିତ୍ର
author img

By

Published : Mar 14, 2022, 1:15 PM IST

ଗାନ୍ଧୀନଗର: ମାଟିକୁ ଲାଗି ଛିଡା ହୋଇଛି ମହଲା । ସେଇ ଛାତ, କାନ୍ଥ ଆଉ ଝରକା ରହିଛି । ୩ଡି ପ୍ରିଣ୍ଟେଡ ଛାଞ୍ଚକୁ ନେଇ ତିଆରି ହୋଇଛି ଏହି ସୁନ୍ଦର ଅଟ୍ଟାଳିକା । ଏପରି କିଛି ଚମତ୍କାର କରି ଦେଖାଇଛନ୍ତି ଗୁଜୁରାଟ ଗାନ୍ଧିନଗରରେ ଦକ୍ଷିଣ- ପଶ୍ଚିମ ଏୟାର କମାଣ୍ଡରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (MES) । ପ୍ରଥମ ଥର ପାଇଁ 3D ପ୍ରିଣ୍ଟେଡ୍ ଘର ତିଆରି କରିଛନ୍ତି । ଏ ନେଇ ଭାରତୀୟ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

  • #WATCH how the Indian Army’s Military Engineering Services constructed two houses within four weeks using the 3D Printing Technology in construction.

    (Source: Indian Army) pic.twitter.com/bMf3G3aO01

    — ANI (@ANI) March 14, 2022 " class="align-text-top noRightClick twitterSection" data=" ">

ଏହି ୩ଡି ପ୍ରିଣ୍ଟେଡ ଘର ଚିତ୍ର ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍ ହରପାଲ ସିଂଙ୍କ ଉପସ୍ଥିରେ ଉଦଘାଟନ କରାଯାଇଛି । 3ଡି ର୍ୟାପିଡ୍ କନଷ୍ଟ୍ରକସନ ଟେକ୍ନୋଲୋଜି ବ୍ୟବହାର କରି ଦୁଇଟି ସମ୍ପୂର୍ଣ୍ଣ 3ଡି କଂକ୍ରିଟ୍ ପ୍ରିଣ୍ଟେଡ୍, ଆଧୁନିକ ଆବାସିକ ୟୁନିଟ୍ ନିର୍ମାଣ କରାଯାଇଛି । ଚାରି ସପ୍ତାହ ମଧ୍ୟରେ ଏହା ତିଆରି କରାଯାଇଥିବା ଭାରତୀୟ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଭାରତର ପ୍ରଥମ 3D ମୁଦ୍ରିତ ଘରଗୁଡ଼ିକ ଆଇଆଇଟି ମାଡ୍ରାସ ଟଭାଷ୍ଟା ଦ୍ୱାରା ନିର୍ମିତ ହୋଇଥିଲା |

୩ଡି ପ୍ରିଣ୍ଟେଡ ଚିତ୍ର
୩ଡି ପ୍ରିଣ୍ଟେଡ ଚିତ୍ର

ପ୍ରତିରକ୍ଷା ସେବା କହିଛି, 3D ପ୍ରିଣ୍ଟେଡ୍ ହାଉସ୍ ଭାରତୀୟ ସଶସ୍ତ୍ର ବାହିନୀର ବଢୁଥିବା ଆବାସ ଆବଶ୍ୟକତାକୁ ଶୀଘ୍ର ପୂରଣ କରିବା ପାଇଁ ଆଧୁନିକ ଯୁଗର ଦ୍ରୁତ ନିର୍ମାଣ ପ୍ରୟାସର ପ୍ରତୀକ । ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଗୃହରେ ବୈଷୟିକ ଜ୍ଞାନ କୌଶଳ ପ୍ରତିପାଦନ କରିବାରେ ଭାରତୀୟ ସଶସ୍ତ୍ର ବାହିନୀର ଏକତା ପାଇଁ ଏହି ସଂରଚନାଗୁଡ଼ିକ ଏକ ପ୍ରମାଣ । ଏହା ଆତ୍ମନିର୍ଭର ଭାରତର ଏକ ଅଂଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.