ETV Bharat / bharat

SMART ମିସାଇଲର ସଫଳ ପରୀକ୍ଷଣ, ବଢିବ ନୌସେନାର ଶକ୍ତି - SMART Missile successfully test fired

long-range Supersonic Missile Assisted Torpedo (SMART)ର ସଫଳ ପରrକ୍ଷଣ କଲା DRDO । ବାଲେଶ୍ବର ଉପକୂଳରୁ ହେଲା ଉତକ୍ଷେପଣ । ନୌସେନାରେ ହେବ ସାମିଲ । ଅଧିକ ପଢନ୍ତୁ

SMART ମିସାଇଲର ସଫଳ ପରକ୍ଷଣ, ବଢିବ ନୈସେନାର ଶକ୍ତି

author img

By

Published : Dec 13, 2021, 5:03 PM IST

Updated : Dec 14, 2021, 8:18 AM IST

ଭୁବନେଶ୍ବର: ବାଲେଶ୍ବର ଉପକୂଳରୁ ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ SMART long-range Supersonic Missile Assisted Torpedo (SMART) ମିସାଇଲ । ଏହି ପରୀକ୍ଷଣକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ସଫଳତାର ସହ ଶେଷ କରାଯାଇଥିବା ସୂଚନା ମିଳିଛି । ଏହାର ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

SMART ମିସାଇଲର ସଫଳ ପରୀକ୍ଷଣ, ବଢିବ ନୌସେନାର ଶକ୍ତି

ହାଇଦ୍ରାବାଦ ସ୍ଥିତ RCI ଓ DRDL, ଆଗ୍ରାର ADRDE, ବିଶାଖାପାଟନମ ସ୍ଥିତ NSTL ପରି DRDOର ଏକାଧିକ ଲାବରୋଟାରୀରେ ଏହାର ଗବେଷଣା ଜାରି ରହିଥିବା ସହ ଯନ୍ତ୍ରାଂଶ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପରେ ଏହାକୁ ବାଲେଶ୍ବର ଉପକୂଳରୁ ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି ।

ଏହା ସ୍ବଦେଶୀ stand-off weapons ସିରିଜର ତୃତୀୟ ଯୁଦ୍ଧାସ୍ତ୍ର । 2ଦିନ ପୂର୍ବରୁ DRDO ପୋଖରାନ ରେଞ୍ଜରୁ Stand-off Anti-Tank (SANT) ମିସାଇଲର ସଫଳ ପରୀକ୍ଷଣ କରିଥିଲା । ଆଜି SMARTକୁ ଓଡିଶା ଉପକୂଳରୁ ମଧ୍ୟ ସଫଳତାର ପରୀକ୍ଷଣ କରାଯାଇଛି । ତେବେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବା ନେଇ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2021, 8:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.