ETV Bharat / bharat

Illegal Entry In Andaman: ତାମିଲନାଡୁ ଉପକୂଳରୁ ୯ ଇରାନ ନାଗରିକ ଅଟକ

author img

By

Published : Apr 9, 2022, 2:00 PM IST

ଭାରତ ସୀମା ମଧ୍ୟକୁ ବେଆଇନ ପ୍ରବେଶ । ତାମିଲନାଡୁ ଉପକୂଳରୁ ୯ ଇରାନ ନାଗରିକଙ୍କୁ ଅଟକ ରଖିଛି ଭାରତୀୟ ନୌସେନା । ଅଧିକ ପଢନ୍ତୁ

Illegal Entry in Andaman: ତାମିଲନାଡୁ ଉପକୂଳରୁ ୯ ଇରାନ ନାଗରିକ ଅଟକ

ଚେନ୍ନାଇ: ଇରାନ ନାଗରିକଙ୍କ ସହ ଇରାନିଆନ ବୋଟକୁ ଜବତ କଲା ଭାରତୀୟ ନୌସେନା(Indian Navy) । ଏହି ଇରାନ ନାଗରିକମାନେ ଆଣ୍ଡାମାନ ଦ୍ବୀପପୁଞ୍ଜ ସୀମା ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କୁ ଠାବ କରିବା ପରେ ଭାରତୀୟ ବାୟୁସେନା ଦ୍ବୀପପୁଞ୍ଜର ଇନ୍ଦିରା ପଏଣ୍ଟ ନିକଟରୁ ଛୋଟ ବୋଟ ସହିତ ଇରାନ ନାଗରିକଙ୍କୁ ଧରିବାରେ ସକ୍ଷମ ହୋଇଛି ।

ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ମୋଟ ୯ଜଣ ନାଗରିକଙ୍କୁ ଅଟକ ରଖିଛି । ଏହାପରେ ବୋଟ ଗୁଡ଼ିକୁ ଜବତ କରି ଚେନ୍ନାଇ ବନ୍ଦର ନିକଟରୁ ଆଣିଛି ନୌସେନା । ଏଠାରେ ଅଧିକ ତଦନ୍ତ ଜାରି ରହିଛି । ସୂତ୍ର ଅନୁସାରେ ଚେନ୍ନାଇ ବନ୍ଦର ନିକଟରେ ଏହି ଭାରତୀୟ ସୀମାକୁ ବେଆଇନ ଭାବେ ପ୍ରବେଶ କରୁଥିବା ଇରାନ ନାଗରିକଙ୍କୁ ସେଣ୍ଟ୍ରାଲ ନାର୍କୋଟିକ୍ସ ଇଣ୍ଟେଲିଜେନ୍ସ ୟୁନିଟକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.