ETV Bharat / bharat

India Corona: ଦିନକରେ 3,116 ନୂଆ ସଂକ୍ରମିତ - ଭାରତ କୋରୋନା ସଂକ୍ରମଣ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 3,116 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 3,116 ନୂଆ ସଂକ୍ରମିତ
India Corona: ଦିନକରେ 3,116 ନୂଆ ସଂକ୍ରମିତ
author img

By

Published : Mar 13, 2022, 9:47 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । କ୍ରମଶଃ କମୁଛି ସଂକ୍ରମଣ । ଦୈନିକ ପଜିଟିଭ ମାମଲା ୪ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 3,116 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,116 fresh covid cases) । ସେହିପରି ଦିନକରେ ଦେଶରେ 5,559 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 38,069ଟି ସକ୍ରିୟ ମାମଲା ରହିଛି । ଏବେ ଦୈନିକ ପଜିଟିଭ ହାର 0.41% ଅଛି । ଏଯାବତ୍ ଦେଶରେ ମୋଟ 4,24,37,072 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,850 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ 1,80,13,23,547 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 20,31,275 କୋଟି ଡୋଜ୍ ନେଇଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.