ETV Bharat / bharat

India Corona: ଦିନକରେ ବାହାରିଲେ 1233 ନୂଆ ସଂକ୍ରମିତ - ଭାରତ କୋରୋନା ରିପୋର୍ଟ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 1,233 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ ବାହାରିଲେ 1,233 ନୂଆ ସଂକ୍ରମିତ

author img

By

Published : Mar 30, 2022, 9:34 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରଭାବ ହ୍ରାସ ପାଉଛି । କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ୨ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 1,233 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1,233 fresh covid cases) । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ କମିଛି । ଦିନକରେ ଦେଶରେ 31 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ହୋଇଛି ଏବଂ 1,876 ଜଣ ସୁସ୍ଥ ହୋଇଛନ୍ତି ।

ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ଏବେ ୧୫ ହଜାର ତଳକୁ ଖସି ଆସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 14,704 ଜଣ ସଂକ୍ରମିତ ରହିଛନ୍ତି । ଦୈନିକ ପଜିଟିଭ ରେଟ୍ 0.20% ରହିଛି । ଏଯାବତ୍ ଭାରତରେ ମୋଟ 4,24,87,410 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,21,101 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଦେଶବ୍ୟାପୀ ସମୁଦାୟ 1,83,82,41,743 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.