ETV Bharat / bharat

INDIA CORONA: ତଳମୁହାଁ କୋରୋନା, ୨.୩୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 2,35,532 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ତଳମୁହାଁ କୋରୋନା, ୨.୩୫ ଲକ୍ଷ ନୂଆ ସଂକ୍ରମିତ

author img

By

Published : Jan 29, 2022, 9:21 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଅଢେଇ ଲକ୍ଷ ତଳକୁ ଖସିଲା ସଂକ୍ରମଣ । ଦେଶରେ କ୍ରମାଗତ ଭାବେ ଦୈନିକ ପଜିଟିଭ ମାମଲା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 2,35,532 ନୂଆ ସଂକ୍ରମିତ ଚିହ୍ନଟ(India reports 2,35,532 new covid cases) ହୋଇଛନ୍ତି । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା ୨.୫୧ ଲକ୍ଷ ଥିଲା । ସେହିପରି ଦିନକରେ 3,35,939 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 871 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 20,04,333କୁ ବୃଦ୍ଧି ପାଇଛି । ଏବେ ଦେଶର ଦୈନିକ ପଜିଟିଭ୍ ରେଟ୍ 13.39%କୁ ଖସି ଆସିଛି । ଏହି କ୍ରମରେ ଏଯାବତ୍ 1,65,04,87,260 କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି । ଶୁକ୍ରବାର ଗୋଟିଏ ଦିନରେ ୪୮ ଲକ୍ଷ ଡୋଜ୍ ନେଇଛନ୍ତି ଲୋକେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.