ETV Bharat / bharat

INDIA CORONA: ଦିନକରେ ୧.୭ ଲକ୍ଷ ନୂଆ ସଂକ୍ରମିତ, କମିଲା ମୃତ୍ୟୁ - ଭାରତ ଦୈନିକ କୋରୋନା ରିପୋର୍ଟ

ଦେଶରେ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ 1,07,474 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୧.୭ ଲକ୍ଷ ନୂଆ ସଂକ୍ରମିତ, କମିଲା ମୃତ୍ୟୁ

author img

By

Published : Feb 6, 2022, 9:38 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଦିନକୁ ଦିନ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,07,474 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1.7 lakh fresh covid cases) । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା 1.27 ଲକ୍ଷ ଥିଲା । ଆଜି ଦେଶରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ୧୦୦୦ ତଳକୁ ଖସିଛି । ଦିନକରେ ମୋଟ 865 ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୨,୧୩,୨୪୬ ଜଣ ସୁସ୍ଥ ହୋଇଛନ୍ତି ।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସକ୍ରିୟ ମାମଲା 12,25,011ଟି ରହିଛି ଏବଂ ମୃତ୍ୟୁସଂଖ୍ୟା 5,01,979 କୁ ବୃଦ୍ଧି ପାଇଛି ଏବଂ ସୁସ୍ଥସଂଖ୍ୟା 4,04,61,148ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.