ETV Bharat / bharat

INDIA CORONA: ୨୪ ଘଣ୍ଟାରେ 8,954 ଆକ୍ରାନ୍ତ ଚିହ୍ନଟ, 267 ମୃତ - health ministry data on corona

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (India daily corona infection)। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 954 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 267 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 8,954 ଆକ୍ରାନ୍ତ ଚିହ୍ନଟ, 267 ମୃତ

author img

By

Published : Dec 1, 2021, 11:41 AM IST

ନୂଆଦିଲ୍ଲୀ: ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (India daily corona infection)। କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 954 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 267 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 10 ହଜାର 207 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 40 ଲକ୍ଷ 28 ହଜାର 506ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 96 ହଜାର 776ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 69 ହଜାର 247ରେ ପହଞ୍ଚିଛି । ଦେଶରେ ମୋଟ 99 ହଜାର 23ଟି ସକ୍ରିୟ ମାମଲା ରହିଛି । ତେବେ 547 ଦିନ ପରେ 1 ଲକ୍ଷ ତଳକୁ ରହିଛି ସକ୍ରିୟ ମାମଲା । ସେହିପରି ଏଯାବତ 124 କୋଟି 10 ଲକ୍ଷ 86 ହଜାର 850 ଟି ଟୀକାକରଣ(corona vaccination) ସରିଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.