ETV Bharat / bharat

INDIA CORONA: ୨୪ ଘଣ୍ଟାରେ 8309 ଆକ୍ରାନ୍ତ ଚିହ୍ନଟ, 236 ମୃତ

author img

By

Published : Nov 29, 2021, 11:39 AM IST

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 309 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 236 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 8,309 ଆକ୍ରାନ୍ତ ଚିହ୍ନଟ, 236 ମୃତ

ନୂଆଦିଲ୍ଲୀ: ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ । କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 309 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 236 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 9 ହଜାର 905 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 40 ଲକ୍ଷ 8 ହଜାର 183ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 80 ହଜାର 832ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 68 ହଜାର 790ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 03 ହଜାର 859ଟି ସକ୍ରିୟ ମାମଲା ରହିଛି, ଯାହା 544 ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ଏଯାବତ 122 କୋଟିରୁ ଊର୍ଦ୍ଧ୍ବ ଟୀକାକରଣ ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.