ETV Bharat / bharat

INDIA CORONA: ଦିନକରେ 7189 ଆକ୍ରାନ୍ତ ଚିହ୍ନଟ, 387 ମୃତ - ଭାରତ ଦୈନିକ କୋରୋନା ସଂକ୍ରମଣ

ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7 ହଜାର 189 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 387 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଏଯାବତ ଦେଶରେ 415ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

INDIA CORONA: ଦିନକରେ 7,189 ଆକ୍ରାନ୍ତ ଚିହ୍ନଟ, 387 ମୃତ

author img

By

Published : Dec 25, 2021, 11:10 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଏବେ ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7 ହଜାର 189 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 387 ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ 24 ଘଣ୍ଟା ମଧ୍ୟରେ 7 ହଜାର 286 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (Recovery rate) ମୋଟ ସୁସ୍ଥ ସଂଖ୍ୟା 3 କୋଟି 42 ଲକ୍ଷ 23 ହଜାର 263ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(Health ministry Data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 79 ହଜାର 815 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 79 ହଜାର 520ରେ ପହଞ୍ଚିଛି । ଦେଶରେ ମୋଟ 77 ହଜାର 32ଟି ସକ୍ରିୟ(Active) ମାମଲା ରହିଛି। ସେହିପରି ଏଯାବତ 141 କୋଟି ଡୋଜ ଟୀକାକରଣ(Corona Vaccination) ସରିଛି । ତେବେ ଏଯାବତ ଦେଶରେ 415ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.