ETV Bharat / bharat

24 ଘଣ୍ଚାରେ 56 ହଜାର 211 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ । 24 ଘଣ୍ଚାରେ 56 ହଜାର 211 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । 271 ଜଣଙ୍କ ହୋଇଛି ମୃତ୍ଯୁ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

India reports 56,211 new covid19 cases, 37,028 discharges, and 271 deaths in the last 24 hours, as per the Union Health Ministry.
24 ଘଣ୍ଚାରେ 56 ହଜାର 211 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Mar 30, 2021, 10:05 AM IST

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଚାରେ 56 ହଜାର 211 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 271 ଜଣଙ୍କର ମୃତ୍ଯୁ ହୋଇଛି । ଏହାସହ 37ହଜାର 28 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ, ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 20 ଲକ୍ଷ 95 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1 କୋଟି 13 ଲକ୍ଷ 93 ହଜାର 21କୁ ଛୁଇଁଛି । ଦେଶରେ 5 ଲକ୍ଷ 40 ହଜାର 720 ସକ୍ରିୟ ସଂକ୍ରମିତ ରହିଛି । ମୋଟ ମୃତ୍ୟୁ ସଂଖ୍ୟା 1ଲକ୍ଷ 62 ହଜାର 114ରେ ପହଞ୍ଚି ଥିବା ବଳେ 6 କୋଟି 11 ଲକ୍ଷ 13 ହଜାର 354 ଜଣଙ୍କୁ ଟୀକାକରଣ କରାଯାଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.