ETV Bharat / bharat

INDIA CORONA REPORT; ଦିନକରେ 50 ହଜାର 848 ସଂକ୍ରମିତ ଚିହ୍ନଟ

ଦେଶରେ ଏବେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର 848 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

India reports 50,848 new covid19 cases, 68,817 discharges & 1,358 deaths in last 24 hours as per Union Health Ministry
INDIA CORONA REPORT; ଦିନକରେ 50 ହଜାର 848 ସଂକ୍ରମିତ ଚିହ୍ନଟ
author img

By

Published : Jun 23, 2021, 9:46 AM IST

Updated : Jun 23, 2021, 9:59 AM IST

ନୂଆଦିଲ୍ଲୀ: ଦେଶରେ ଏବେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର 848 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 1,358ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ 68,817 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା 3 କୋଟି 28 ହଜାର 709କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 3 ଲକ୍ଷ 90 ହଜାର 660 ଛୁଇଁଥିବା ବେଳେ 6 ଲକ୍ଷ 43 ହଜାର 194 ରହିଛି ସକ୍ରିୟ ମାମଲା । 2 କୋଟି 89 ଲକ୍ଷ 94 ହଜାର 855 ଜଣ ସୁସ୍ଥ ହୋଇଛନ୍ତି ।

@ANI

Last Updated : Jun 23, 2021, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.