ETV Bharat / bharat

ଦେଶରେ ଦିନକରେ 42,766 ପଜିଟିଭ, ପୁଣି ବଢିଲା ମୃତ୍ୟୁ ସଂଖ୍ୟା - INDIA CORONA

ଦେଶରେ କମୁଛି ସଂକ୍ରମଣ । ଦିନକରେ 42 ହଜାର 766 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1206 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ୨୪ ଘଣ୍ଟାରେ 42,766 ନୂଆ ଆକ୍ରାନ୍ତ, ୧୨୦୬ ମୃତ

author img

By

Published : Jul 10, 2021, 10:27 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଦିନକରେ 42 ହଜାର 766 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1206 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 45 ହଜାର 254 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 7 ଲକ୍ଷ 95 ହଜାର 716କୁ ବୃଦ୍ଧି ହୋଇଛି । ଏହାସହ ମୃତ୍ୟୁ ସଂଖ୍ୟା 4 ଲକ୍ଷ 7 ହଜାର 145 ଛୁଇଁଛି । ଗତ 24 ଘଣ୍ଟା ମଧ୍ୟରେ 45 ହଜାର 254 ସୁସ୍ଥ ହୋଇ ମୋଟ ସୁସ୍ଥ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୩ ହଜାର ୫୩୮ରେ ପହଞ୍ଚିଛି । ଏହାସହ 4ଲକ୍ଷ 55 ହଜାର 033 ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.