ETV Bharat / bharat

INDIA CORONA: ଦିନକରେ 41,806 ପଜିଟିଭ ଚିହ୍ନଟ

ଦେଶରେ ଖସୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 41 ହଜାର 806 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

India reports 41,806 new covid19 cases, 39,130 recoveries, & 581 deaths in the last 24 hours, as per Health Ministry
INDIA CORONA: ଦିନକରେ 41,806 ପଜିଚିଭ ଚିହ୍ନଟ
author img

By

Published : Jul 15, 2021, 9:45 AM IST

ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 41 ହଜାର 806 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 581 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 39 ହଜାର 130 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 9ଲକ୍ଷ 87 ହଜାର 880 ରହିଛି । 4 ଲକ୍ଷ 11 ହଜାର 989 ମୃତ୍ୟୁ ସଂଖ୍ୟା ଛୁଇଁଥିବା ବେଳେ 4 ଲକ୍ଷ 32 ହଜାର 41ଟି ରହିଛି ସକ୍ରିୟ ମାମଲା । 3 କୋଟି 1 ଲକ୍ଷ 43 ହଜାର 850 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ 39 କୋଟି 13 ଲକ୍ଷ 40 ହଜାର 491 ଲୋକଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.