ETV Bharat / bharat

ଦିନକରେ 38948 ପଜିଟିଭ ଚିହ୍ନଟ, ୨୧୯ ମୃତ - କୋରୋନା ସଂକ୍ରମଣ

ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 948 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୨୧୯ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA; ଦିନକରେ 38,948 ପଜିଟିଭ ଚିହ୍ନଟ, ୨୧୯ ମୃତ

author img

By

Published : Sep 6, 2021, 10:37 AM IST

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 38 ହଜାର 948 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୨୧୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ 43 ହଜାର 903 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ଏପଟେ ନୂଆ ସଂକ୍ରମଣଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 27 ହଜାର 621କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 4 ଲକ୍ଷ 40 ହଜାର 752ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ଏବେ ଦେଶରେ ୪ ଲକ୍ଷ ୦୪ ହଜାର ୮୭୪ଟି ସକ୍ରିୟ ମାମଲା ରହିଛି । ଏଯାବତ୍ 3 କୋଟି 21 ଲକ୍ଷ 81 ହଜାର 995 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 68 କୋଟି 75 ଲକ୍ଷ 41 ହଜାର 762 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.