ETV Bharat / bharat

INDIA CORONA: ୨୪ ଘଣ୍ଟାରେ 38,667 ପଜିଟିଭ୍ ଚିହ୍ନଟ, 478 ମୃତ

ଦେଶରେ ଖସୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 38 ହଜାର 667 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 478 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 14, 2021, 10:02 AM IST

INDIA CORONA:  ୨୪ ଘଣ୍ଟାରେ 38, 667 ପଜିଟିଭ୍ ଚିହ୍ନଟ, 478 ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 38 ହଜାର 667 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ 3.6 ପ୍ରତିଶତ କମ ଅଟେ । ଏହାସହ ଦୈନିକ ପଜିଟିଭ ହାର 1.73 ପ୍ରତିଶତରେ ଥିଲା, ଯାହା ଗତ 19 ଦିନ ମଧ୍ୟରେ 3 ପ୍ରତିଶତରୁ କମ ରହିଥିଲା । ସେହିପରି ଗତ 24 ଘଣ୍ଟା ମଧ୍ୟରେ 478 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 35 ହଜାର 743 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • " class="align-text-top noRightClick twitterSection" data="">

ତେବେ ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 21 ଲକ୍ଷ 56 ହଜାର 493 କୁ ବୃଦ୍ଧି ହୋଇଛି । ସେପଟେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 30 ହଜାର 732କୁ ଛୁଇଁଥିବା ବେଳେ 3 ଲକ୍ଷ 87 ହଜାର 673 ସକ୍ରିୟ ମାମଲା ରହିଛି । 3 କୋଟି 13 ଲକ୍ଷ 38 ହଜାର 88 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 53 କୋଟି 61 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.