ETV Bharat / bharat

ଆଶ୍ବସ୍ତି: ଦେଶରେ 40 ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ - 724 deaths in last 24 hours

ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 37 ହଜାର 154 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 724 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ 37,154 ନୂଆ ପଜିଟିଭ୍ ଚିହ୍ନଟ

author img

By

Published : Jul 12, 2021, 10:26 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 37 ହଜାର 154 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 724 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 39 ହଜାର 649 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 8 ଲକ୍ଷ 74 ହଜାର 376କୁ ବୃଦ୍ଧି ହୋଇଛି । ଏହାସହ ମୃତ୍ୟୁ ସଂଖ୍ୟା 4 ଲକ୍ଷ 8 ହଜାର 764 ଛୁଇଁଛି । ଗତ 24 ଘଣ୍ଟା ମଧ୍ୟରେ 39 ହଜାର 649 ସୁସ୍ଥ ହୋଇ ମୋଟ ସୁସ୍ଥ ସଂଖ୍ୟା 3 କୋଟି 14 ହଜାର 713ରେ ପହଞ୍ଚିଛି । ଏହାସହ 4ଲକ୍ଷ 50 ହଜାର 899 ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.