ETV Bharat / bharat

India Corona: ଦିନକରେ 3,714 ସଂକ୍ରମିତ, 7 ମୃତ

author img

By

Published : Jun 7, 2022, 10:01 AM IST

ଗତ 24 ଘଣ୍ଟା ମଧ୍ୟରେ 3,714 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 3,714 fresh Covid Cases) । ଦିନକରେ 9 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଅଧିକ ପଢନ୍ତୁ

ଦିନକରେ 3,714 ସଂକ୍ରମିତ, 7 ମୃତ
ଦିନକରେ 3,714 ସଂକ୍ରମିତ, 7 ମୃତ

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ଦିନ କମିଲେ ଦିନ ବଢୁଛି ସଂକ୍ରମଣ ମାମଲା । ପୂର୍ବ ଦିନ ଅପେକ୍ଷା ଆଜି କମ ଥିଲେ ବି 3 ହଜାର ଉପରେ ରହିଛି ପଜିଟିଭ ସଂଖ୍ୟା । ପ୍ରତିଦିନ ବଢୁଥିବା ସଂକ୍ରମଣ ମାମଲା ଲୋକଙ୍କ ଚିନ୍ତା ବଢାଇଛି । ଗତ 24 ଘଣ୍ଟା ମଧ୍ୟରେ 3,714 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 3,714 fresh Covid Cases) । ଦିନକରେ 7 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ 2,513 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 26 ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 26, 976ରେ ପହଞ୍ଚିଛି । ଦେଶରେ ଏଯାବତ 42,63,33,65 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,708 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,94,27,16,543 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.