ETV Bharat / bharat

INDIA CORONA; ଦିନକରେ 28,591 ପଜିଟିଭ ଚିହ୍ନଟ, 338 ମୃତ - ମହାମାରୀ

ଦେଶରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 28 ହଜାର 591 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 338 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA; ଦିନକରେ 28,591 ପଜିଟିଭ ଚିହ୍ନଟ, 338 ମୃତ

author img

By

Published : Sep 12, 2021, 11:03 AM IST

ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 28 ହଜାର 591 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 338 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 34 ହଜାର 848 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 36 ହଜାର 921କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 42 ହଜାର 655 ଛୁଇଁଥିବା ବେଳେ 3 ଲକ୍ଷ 84 ହଜାର 921 ସକ୍ରିୟ ମାମଲା ରହିଛି । 3 କୋଟି 24 ଲକ୍ଷ 9 ହଜାର 345 ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ 73 କୋଟି 82 ଲକ୍ଷ 7 ହଜାର 378 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.