ETV Bharat / bharat

India Corona; ୩୦ ହଜାର ତଳେ ଦୈନିକ ସଂକ୍ରମଣ, ଗଡିଲା 260 ମୁଣ୍ଡ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 28,326 ନୂଆ ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ 260 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

୩୦ ହଜାର ତଳେ ଦୈନିକ ସଂକ୍ରମଣ, ଗଡିଲା 260 ମୁଣ୍ଡ

author img

By

Published : Sep 26, 2021, 10:01 AM IST

ନୂଆଦିଲ୍ଲୀ: ଆସିଲା ଦେଶର ଦୈନିକ କୋରୋନା ପଜିଟିଭ ରିପୋର୍ଟ । ତଳମୁହାଁ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 28,326 ନୂଆ ପଜିଟିଭ ମାମଲା ପ୍ରକାଶ ପାଇଛି । ଯାହାକୁ ମିଶାଇ ବର୍ତ୍ତମାନ ମୋଟ ସକ୍ରିୟ ସଂଖ୍ୟା 3,03,476କୁ ବୃଦ୍ଧି ପାଇଛି । ତେବେ ଗୋଟିଏ ଦିନରେ 260 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ 26,032 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶର ମୋଟ ସୁସ୍ଥସଂଖ୍ୟା 3,29,02,351ରେ ପହଞ୍ଚିଛି । ଏଯାବତ୍ ମୋଟ 4,46,918 ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଶନିବାର ଗୋଟିଏ ଦିନରେ 85,60,81,527 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.