ETV Bharat / bharat

ଦୀର୍ଘ ୧୪୭ ଦିନର ଟ୍ରେଣ୍ଡରେ ଲାଗିଲା ବ୍ରେକ, ୨୮ ହଜାରକୁ ଖସିଲା ଦୈନିକ ସଂକ୍ରମଣ

author img

By

Published : Aug 10, 2021, 10:54 AM IST

ଦୀର୍ଘ ୧୪୭ ଦିନ ପରେ ୪୦ ହଜାର ଟ୍ରେଣ୍ଡରୁ ଖସିଲା ଦୈନିକ ସଂକ୍ରମଣ । ଦିନକରେ ଦେଶରୁ ୨୮ ହଜାର ୨୦୪ କୋରୋନା ଆକ୍ରାନ୍ତ ଚିହ୍ନଟ, ୩୭୩ ମୃତ । ଅଧିକ ପଢନ୍ତୁ...

ଦୀର୍ଘ ୧୪୭ ଦିନର ଟ୍ରେଣ୍ଡରେ ଲାଗିଲା ବ୍ରେକ, ୨୮ ହଜାରକୁ ଖସିଲା ଦୈନିକ ସଂକ୍ରମଣ
ଦୀର୍ଘ ୧୪୭ ଦିନର ଟ୍ରେଣ୍ଡରେ ଲାଗିଲା ବ୍ରେକ, ୨୮ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଧିରେ ଧିରେ ତଳମୁହାଁ ହେଉଛି କୋରୋନା ଗ୍ରାଫ । ଦୀର୍ଘ ୧୪୭ ଦିନର ସଂକ୍ରମଣ ଟ୍ରେଣ୍ଡରେ ବ୍ରେକ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୨୮ ହଜାର ୨୦୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୭୩ ଜଣଙ୍କ ମହାମାରୀ କବଳରେ ମୃତ୍ୟୁ ଘଟିଛି ।

  • " class="align-text-top noRightClick twitterSection" data="">

କେନ୍ଦ୍ର ପରିବାର କଲ୍ୟାଣ ଓ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୯୮ ହଜାର ୧୫୮ ରେ ପହଞ୍ଚିଛି । ୪ ଲକ୍ଷ ୨୮ ହଜାର ୬୮୨ ଜଣଙ୍କ କୋରୋନା କବଳରେ ପ୍ରାଣହାନୀ ଘଟିଛି । ୩ କୋଟି ୮୮ ହଜାର ୫୦୮ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ମୋଟ ୫୧ କୋଟି ୪୫ ହଜାର ୨୬୮ ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.