ETV Bharat / bharat

INDIA CORONA: ଦିନକରେ 26,964 ପଜିଟିଭ ଚିହ୍ନଟ, 383 ମୃତ - କୋରୋନା ସଂକ୍ରମଣ

କିଛି ଦିନର ବ୍ୟବଧାନ ପରେ ଏବେ ଦୁଇ ଦିନ ଧରି ୩୦ ହଜାର ତଳକୁ ରହୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ 26 ହଜାର 964 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 383 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 26,964 ପଜିଟିଭ ଚିହ୍ନଟ, 383 ମୃତ

author img

By

Published : Sep 22, 2021, 10:53 AM IST

ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମଣ । କେତେବେଳେ ବଢି ଯାଉଛି ତ ଆଉ କେତେବେଳେ ଖସି ଆସୁଛି। ତେବେ କିଛି ଦିନର ବ୍ୟବଧାନ ପରେ ଏବେ ଦୁଇ ଦିନ ଧରି ୩୦ ହଜାର ତଳକୁ ରହୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ 26 ହଜାର 964 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 383 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 34 ହଜାର 167 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 35ଲକ୍ଷ 31 ହଜାର 498କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 4ଲକ୍ଷ 45 ହଜାର 768 ରହିଥିବା ବେଳେ 3 ଲକ୍ଷ 1 ହଜାର 989 ସକ୍ରିୟ ମାମଲା ରହିଛି । 3 କୋଟି 27 ଲକ୍ଷ 83 ହଜାର 741 ଆରୋଗ୍ୟ ହୋଇଛନ୍ତି ଏବଂ 82 କୋଟି 65 ଲକ୍ଷ 15 ହଜାର 754 ଟୀକାକରଣ ଏଯାଏଁ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.