ETV Bharat / bharat

INDIA CORONA: ଦିନକରେ ୨୫୯୨୦ ନୂଆ ସଂକ୍ରମିତ, ୪୯୨ ମୃତ୍ୟୁ - ଭାରତ କୋରୋନା ରିପୋର୍ଟ

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 25,920 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୨୫୯୨୦ ନୂଆ ସଂକ୍ରମିତ, ୪୯୨ ମୃତ୍ୟୁ

author img

By

Published : Feb 18, 2022, 9:35 AM IST

ନୂଆଦିଲ୍ଲୀ: ଦେଶରେ କମିଲା ସଂକ୍ରମଣ । ଲଗାତାର ଦୁଇ ଦିନର ବୃଦ୍ଧି ପରେ ଆଜି ପଜିଟିଭ ମାମଲା ୩୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 25,920 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 25,920 fresh covid cases) । ଯାହାକି ଗତକାଲି(ଗୁରୁବାର) ତୁଳନାରେ 4,837 କମ୍ । ସେହିପରି ଦିନକରେ 66,254 ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 492 ଜଣଙ୍କ ମୃତ୍ୟୁ ଘଟିଛି ।

ଏବେ ଭାରତରେ କୋରୋନା ସକ୍ରିୟ ମାମଲା ୩ ଲକ୍ଷ ତଳକୁ ଖସିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 2,92,092ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ଦେଶର ଦୈନିକ ପଜିଟିଭ୍ ରେଟ୍ ମଧ୍ୟ 2.07%କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,19,77,238 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 1,74,64,99,461 କୋଟି ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.