ETV Bharat / bharat

INDIA CORONA: ୧୧,୮୫୦ ନୂଆ ସଂକ୍ରମିତ, ୫୫୫ ମୃତ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହେଲେ 11,850 ନୂଆ ସଂକ୍ରମିତ । 555 ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ...

INDIA CORONA: ୧୧,୮୫୦ ନୂଆ ସଂକ୍ରମିତ, ୫୫୫ ମୃତ

author img

By

Published : Nov 13, 2021, 10:05 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହେଲେ 11,850 ନୂଆ ସଂକ୍ରମିତ । ସେହିପରି ଗୋଟିଏ ଦିନରେ ପୁଣି 555 ମୁଣ୍ଡ ନେଇଛି କୋରୋନା ମହାମାରୀ । ଗୋଟିଏପଟେ ସଂକ୍ରମଣ କରୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ଧରୁନି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ 3,44,26,036ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ କମିବା ସହ ସୁଦ୍ଧା ସଂଖ୍ୟାରେ ବୃଦ୍ଧି ଯୋଗୁଁ ଏବେ ଦେଶରେ ସକ୍ରିୟ ମାମଲା 1,36,308କୁ ଖସି ଆସିଛି । ଯାହାକି ୨୪୭ ଦିନ ମଧ୍ୟରେ ସର୍ବନିମ୍ନ । ସେହିପରି ପୁଣି 555 ଜଣ ସଂକ୍ରମିତଙ୍କ ମୃତ୍ୟୁ ସହ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,63,245ରେ ପହଞ୍ଚିଛି ।

ଏଯାବତ୍ ଦେଶରେ ୮୦ ପ୍ରତିଶତ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । ୩୮ ପ୍ରତିଶତ ଦୁଇଟି ଯାକ ଡୋଜ ନେଇଛନ୍ତି । ଏବେସୁଦ୍ଧା ମୋଟ ଟୀକାକରଣ 1,11.30,48,134ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.