ETV Bharat / bharat

INDIA CORONA; ଦିନକରେ 45,083 ପଜିଟିଭ ଚିହ୍ନଟ, 460 ମୃତ

author img

By

Published : Aug 29, 2021, 10:49 AM IST

କିଛି ଦିନର ବ୍ୟବଧାନ ପରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ 45 ହଜାର 83 ପଜିଟିଭ ଚିହ୍ନଟ ସହିତ 460 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA; ଦିନକରେ 45,083 ପଜିଟିଭ ଚିହ୍ନଟ, 460 ମୃତ
INDIA CORONA; ଦିନକରେ 45,083 ପଜିଟିଭ ଚିହ୍ନଟ, 460 ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ 45 ହଜାର 83 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 460 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 35 ହଜାର 840 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 3 କୋଟି ୨୬ ଲକ୍ଷ ୯୫ ହଜାର ୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 4 ଲକ୍ଷ 37 ହଜାର 830 ଛୁଇଁଛି । ସେହିପରି 3 ଲକ୍ଷ 68 ହଜାର 558 ସକ୍ରିୟ ମାମଲା ରହିଛି ଏବଂ ସୁସ୍ଥହାର 97.53 ପ୍ରତିଶତକୁ ବୃଦ୍ଧି ପାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା 63 କୋଟିରୁ ଉର୍ଦ୍ଧ୍ବ ଅର୍ଥାତ 63,00,67,629 ଡୋଜ ଟୀକାକରଣ ସହିତ ଭାରତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ଅଗଷ୍ଟ 28 ପର୍ଯ୍ୟନ୍ତ 51,86,42,929 ନମୁନା ପରୀକ୍ଷା କରାଯାଇଥିବା ବେଳେ 17,55,327 ନମୁନା ଶନିବାର ଦିନ ପରୀକ୍ଷା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.