ETV Bharat / bharat

India Covid Report; ଦିନକରେ 35,499 ପଜିଟିଭ ଚିହ୍ନଟ, 447 ମୃତ

author img

By

Published : Aug 9, 2021, 10:55 AM IST

ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ସଂକ୍ରମିତ ଚିହ୍ନଟ । ୪୪୭ ଜଣଙ୍କର ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

India Covid Report ; ଦିନକରେ  35,499 ପଜିଟିଭ ଚିହ୍ନଟ,447 ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କର ଜୀବନ ନେଇଛି କିଲର ଭାଇରସ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 19 ଲକ୍ଷ 69 ହଜାର 954କୁ ବୃଦ୍ଧି ହୋଇଛି । ଏହାସହ ମୃତ୍ୟୁ ସଂଖ୍ୟା 4 ଲକ୍ଷ 28 ହଜାର 309କୁ ଛୁଇଁଛି । 4 ଲକ୍ଷ 2 ହଜାର 188 ସକ୍ରିୟ ମାମଲା ରହିଛି ।

ସେପଟେ, ରବିବାର ଦିନ 13 ଲକ୍ଷ 71 ହଜାର 871 ସାମ୍ପୁଲ ପରୀକ୍ଷା ହୋଇଛି । ଅଗଷ୍ଟ ୮ ସୁଧା ICMRର 48 କୋଟି 17 ଲକ୍ଷ 67 ହଜାର 232 ସାମ୍ପୁଲ ପରୀକ୍ଷା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.