ETV Bharat / bharat

‘ମହାମାରୀ ସମୟରେ ଭାରତ 150 ଦେଶକୁ ଚିକିତ୍ସା ସାମଗ୍ରୀ ଯୋଗାଇଛି’ - ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ମହାମାରୀ କୋରୋନା ସମୟରେ 150 ଦେଶକୁ ଭାରତ ଚିକିତ୍ସା ସାମଗ୍ରୀ ଯୋଗାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ...

ମହାମାରୀ କୋରୋନା
ମହାମାରୀ କୋରୋନା
author img

By

Published : Jan 28, 2021, 10:33 AM IST

ନୂଆଦିଲ୍ଲୀ: ମହାମାରୀ ସମୟରେ 150 ଦେଶକୁ ଭାରତ ଚିକିତ୍ସା ସାମଗ୍ରୀ ଯୋଗାଇଛି । କୋରୋନା ସମୟରେ ଭାରତ ଏପରି କରିଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଇସ୍ରାଇଲର ଇନଷ୍ଟିଚ୍ୟୁଟ ଅଫ ନ୍ୟାସନାଲ ସିକ୍ୟୁରିଟି ଷ୍ଟଡିଜ୍‌ର 14ତମ ବାର୍ଷିକ କନଫରେନ୍ସରେ ସେ ଏଭଳି କହିଛନ୍ତି । ସେହିପରି ଭାରତ ଭ୍ୟାକସିନ ତିଆରି କରିବା ସହ ତତକ୍ଷଣାତ ପାଖ ପଡୋଶୀଙ୍କୁ ମଧ୍ୟ ଦେବା ଆରମ୍ଭ କରିଛି ବୋଲି ସେ କହିଛନ୍ତି ।

ଏହା ସହ ଆଗକୁ ଅନ୍ୟ ଦେଶକୁ ମଧ୍ୟ ଟିକା ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଆମେରିକାର ନୂଆ ପ୍ରଶାସନକୁ ନେଇ ମଧ୍ୟ ସେ ନିଜ ମନ୍ତବ୍ୟ ରଖିଛନ୍ତି । ଆମେରିକାରେ ନୂଆ ସରକାର ସତ୍ତାକୁ ଆସିବା ପରେ ଏହା ନିଶ୍ଚିନ୍ତ ଭାବେ ବିଶ୍ବ ଉପରେ ନୂଆ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି ।

ସେହିପରି ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ଜୟଶଙ୍କର ମନ୍ତବ୍ୟ ରଖିଛନ୍ତି । ଭାରତ ଏ ଦିଗରେ କାମ କରୁଥିବା ସେ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.