ETV Bharat / bharat

INDIA CORONA: ଦିନକରେ 7,974 ଆକ୍ରାନ୍ତ ଚିହ୍ନଟ, 343 ମୃତ

author img

By

Published : Dec 16, 2021, 12:11 PM IST

ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର ୭ ହଜାର ୯୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ଦିନକରେ 7,974 ଆକ୍ରାନ୍ତ ଚିହ୍ନଟ, 343 ମୃତ
INDIA CORONA: ଦିନକରେ 7,974 ଆକ୍ରାନ୍ତ ଚିହ୍ନଟ, 343 ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର ୭ ହଜାର ୯୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ ୭ ହଜାର ୯୪୮ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 41 ଲକ୍ଷ 54 ହଜାର 879 ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 18 ହଜାର 602ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 76 ହଜାର 478ରେ ପହଞ୍ଚିଛି । ଦେଶରେ ମୋଟ 87 ହଜାର 245ଟି ସକ୍ରିୟ ମାମଲା ରହିଛି । ସେହିପରି ଏଯାବତ 135 କୋଟି 25 ଲକ୍ଷ 36 ହଜାର 986 ଟି ଟୀକାକରଣ(corona vaccination) ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.