ETV Bharat / bharat

INDIA CORONA REPORT: ଦିନକରେ 7350 ଆକ୍ରାନ୍ତ ଚିହ୍ନଟ, 202 ମୃତ - health ministry data on corona

ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର ୭ ହଜାର ୩୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 7350 ଆକ୍ରାନ୍ତ ଚିହ୍ନଟ, 202 ମୃତ

author img

By

Published : Dec 13, 2021, 11:27 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର ୭ ହଜାର ୩୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 7 ହଜାର 973 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 41 ଲକ୍ଷ 30 ହଜାର 768ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 97 ହଜାର 860ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 75 ହଜାର 636ରେ ପହଞ୍ଚିଛି । ଦେଶରେ ମୋଟ 91 ହଜାର 456ଟି ସକ୍ରିୟ ମାମଲା ରହିଛି । ସେହିପରି ଏଯାବତ 133 କୋଟି 17 ଲକ୍ଷ 84 ହଜାର 462 ଟି ଟୀକାକରଣ(corona vaccination) ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.